ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଚେନ୍ନାଇ

ଚେନ୍ନାଇ: ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଚେନ୍ନାଇ । ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ପ୍ଲେ ଅଫ୍ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଦଳ ତୃତୀୟ ସ୍ଥାନକୁ ଆସିଥିବାରୁ ଚେନ୍ନାଇ ପ୍ରଶଂସକମାନେ ଖୁସି ମନାଇଛନ୍ତି । ୧୩୫ ରନ୍ର ଲକ୍ଷ୍ୟକୁ ପିଛା କରି…

ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ୬ ବର୍ଷ ପାଇଁ ଦଳରୁ ନିଳମ୍ବିତ କଂଗ୍ରେସ ନେତା

ପ୍ରୟାଗରାଜ : ପ୍ରୟାଗରାଜରେ ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ପୁଣି ବିବାଦରେ ଫସିଛନ୍ତି ଜଣେ କଂଗ୍ରେସ ନେତା। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ତାଙ୍କୁ ଅଟକ ରଖିଛି । ସେ କବର ଉପରେ ତ୍ରିରଙ୍ଗା ପକାଇବା ସହ ଏହାକୁ…

ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ

ନୂଆଦିଲ୍ଲୀ  :  ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ  ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି ପାଇଁ କର ବା ମର ସ୍ଥିତି ରହିଛି। କ୍ରମାଗତ ପାଞ୍ଚଟି ପରାଜୟ ପରେ, ଡିସି ପାଇଁ ଯେ କୌଣସି ମୂଲ୍ୟରେ ଏହି ମ୍ୟାଚ ଜିତିବା ଆବଶ୍ୟକ । ଦିଲ୍ଲୀ ପାଇଁ ଆଜି ଗୁରୁତ୍ୱପୂର୍ଣ୍ ।…

ମୋହାଲିରେ ପିବିକେଏସ-ଆରସିବି ଲଢ଼େଇ

ମୋହାଲି  :  ପଞ୍ଜାବ ଏବଂ ବାଙ୍ଗାଲୋର ମଧ୍ୟରେ ଚାଲିଛି ମ୍ୟାଚ । ବ୍ୟାଟିଂ କରୁଛି ବାଙ୍ଗାଲୋର । ପ୍ରଥମରୁ କୋହଲି ଏବଂ ଡୁ ଫ୍ଲେସିସି ଭଲ ବ୍ୟାଟିଂ ଆରମ୍ଭ କରିଛନ୍ତି ।  ପଞ୍ଜାବ  ଶେଷ ମ୍ୟାଚରେ ଲକ୍ଷ୍ନୌସୁପର ଜ୍ୟାଣ୍ଟସକୁ ପରାସ୍ତ କରିଥିଲା। ସିଜିନରେ ତିନୋଟି ବିଜୟ ଏବଂ ଦୁଇଟି ପରାଜୟ ସହିତ…

ଅଟକ ହେଲେ ଅମୃତପାଲ୍‌ ସିଂହଙ୍କ ସ୍ତ୍ରୀ

ଅମୃତସର:  ଲଣ୍ଡନ୍‌ ଯିବାକୁ ଉଦ୍ୟମ କରୁଥିବା ବେଳେ ଅମୃତସର ବିମାନ ବନ୍ଦରରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ୍‌ ସିଂହଙ୍କ ସ୍ତ୍ରୀ କିରଣଦୀପ କ‌ୌର୍‌ଙ୍କୁ ଅଟକ ରଖାଯାଇଛି। ପଞ୍ଜାବ ପୁଲି କହିବା ଅନୁସାରେ, କିରଣଦୀପ ହେଉଛନ୍ତି ଇଂଲଣ୍ଡ୍‌ର ନାଗରିକ ଓ ତାଙ୍କ ପାଖରେ ଇଂଲଣ୍ଡ୍‌ର…

ପୁରୀରେ ଲୁଚିଥିଲା ୟୁପିର ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍

ପୁରୀ : ପୁରୀରେ ଲୁଚିଥିଲା ୟୁପିର ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍। ଗୁଡ୍ଡୁ ପୁରୀରେ ଲୁଚିଥିବା ନେଇ  ଶେଷ ଲୋକେସନ ପୁରୀରୁ ମିଳିଥିଲା ।  ଅତିକର ପତ୍ନୀ ସାଇସ୍ତା ପରବୀନ ପୋଲିସ ହାତରେ ଧରାପଡ଼ିନି । ତେବେ ସାଇସ୍ତା ଅପେକ୍ଷା ଯେଉଁ ଅପରାଧୀ ଅଧିକ ଚିନ୍ତାର କାରଣ…

‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ସୁରଟ କୋର୍ଟରୁ ଝଟକା

ନୂଆଦିଲ୍ଲୀ :  ରାହୁଲ ଗାନ୍ଧୀଙ୍କ ‘ମୋଦି’ ସରନେମକୁ ନେଇ ମାମଲାରେ ସୁରଟ କୋର୍ଟ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ସରନେମ  ବିବାଦୀୟ ମନ୍ତବ୍ୟ ଉପରେ  ସୁରଟର ଏକ କୋର୍ଟ ଶୁଣାଣି କରି ରାହୁଲଙ୍କୁ ଛାଡ କରିନାହାଁନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଅନ୍ୟାନ୍ୟ କଂଗ୍ରେସ…

ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ

ଆଗାମୀ ଦିନରେ ପୁନଃନିର୍ମିତ ମା କାମାକ୍ଷା କରିଡର କିପରି ଦେଖାଯିବ ତାର ଏକ ଝଲକ ଆସାମ ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱସର୍ମା ଟ୍ୱିଟରେ ଶେୟାର କରିଛନ୍ତି । ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାଙ୍କର କରିଡ଼ରକୁ ଅପେକ୍ଷା କରିଛନ୍ତି  । ମାଙ୍କ ଭକ୍ତମାନେ…

ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ବୈଦ୍ୟୁତିକ ଯାନର ଲୋକପ୍ରିୟତା ବୃଦ୍ଧି ପାଇଁ ସରକାରଙ୍କ ମଜବୁତ ପଦକ୍ଷେପ ଏବେ ସାରା ଦେଶରେ ଦୃଶ୍ୟମାନ ହେଉଛି । କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ସହିତ ଦେଶ…

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ୨୧ରେ

ଭୁବନେଶ୍ବର : ଆସନ୍ତାକାଲି  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ତମ ଶ୍ରାଦ୍ଧବାର୍ଷିକୀ  । ଏଥିପାଇଁ ଏକ ସମାରୋହ ୨୧ ତାରିଖ ସଂଧ୍ୟା ୬ ଟା ସମୟରେ ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି…