ଚେନ୍ନାଇକୁ ୩୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ

ଜୟପୁର:ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ  ପରାଜିତ ହୋଇଛି।  ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ୨୦୨ ରନ୍‌ କରିଥିଲା। ଜବାବରେ ସିଏସ୍‌କେ ପାଳି ୧୭୦ ରନ୍‌ ଅଟକି ଯାଇଥିଲା। https://twitter.com/IPL/status/1651648279585898496?s=20 ଜୟସ୍ବାଲ୍‌ ଚଳିତ…

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି । ପ୍ରତିନିଧି ସ୍ତରୀୟ ଆଲୋଚନାର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ  ସୁଭାଷ ସରକାର ଉଦଘାଟନୀ ବକ୍ତବ୍ୟ ରଖିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ…

ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା…

ହଜି ଯାଉଥିବା ଝିଅଙ୍କ କାହାଣୀ: ଦି କେରଳ ଷ୍ଟୋରି

ସରଳ ହିନ୍ଦୁ ଝିଅମାନଙ୍କୁ ଅପହରଣ କରାଯାଇ ତାଙ୍କ ବ୍ରେନ ଓ୍ବାସ କରାଯାଇ କିପରି ଆତଙ୍କବାଦୀ କାର୍ଯ୍ୟରେ ଲଗାଯାଉଛି ତାହା ହେଉଛି କେରଳ ଷ୍ଟୋରି । କେରଳରେ ଶହ ଶହ ହିନ୍ଦୁ ଝିଅଙ୍କୁ ପ୍ରତିଦିନ ଅପହରଣ କରାଯାଉଛି । ସେମାନଙ୍କ ଧର୍ମ ପରିବର୍ତନ କରାଯାଉଛି । ତାପରେ ତାଙ୍କ ବ୍ରେନ ଓ୍ବାସ କରାଯାଇ…

ରାମନବମୀ ହିଂସାର ଯାଞ୍ଚ କରିବ ଏନଆଇଏ

କୋଲକାତା: ପଶ୍ଚିମବଂଗରେ ଗତ ନିର୍ବାଚନଠାରୁ ହିଂସା ଥମିବାର ନା ଧରୁନାହିଁ  । ତେବେ   ରାମନବମୀ ଦିନ ହୋଇଥିବା ହିଂସାର ଯାଞ୍ଚ ପାଇଁ ହାଇକୋର୍ଟ  ଏନଆଇଏ କୁ ନିର୍ଦେଶ ଦେଇଛନ୍ତି  । ପଶ୍ଚିମବଙ୍ଗ  ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର…

ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି: ବିଜେଡି

ଭୁବନେଶ୍ୱର:  ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି ବୋଲି ବିଜେଡି କହିଛି । । ପ୍ରେସମିଟରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ଜବାବ ଦେବା ସହ ବିଜେପିରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ…

ଆଳିରେ ଡ଼ଙ୍ଗା ବୁଡ଼ି ଘଟଣାରେ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଳି: ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ  ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ…

ରାଜା ରାଜୁଡାମାନେ ଦେଇଥିବା ସୁନା ଅଳଙ୍କାର ସବୁ ରତ୍ନଭଣ୍ଡାରରେ ଅଛି ତ!: ବିଜେପି

ଭୁବନେଶ୍ୱର :ଶ୍ରୀଜଗନ୍ନାଥଙ୍କ  ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ତେବେ ସେ ଆଇନ କାର୍ଯ୍ୟାକାରୀ କରାଯାଉନଥିବା ବିଜେପି ଅଭିଯୋଗ କରିଛି । ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର ବୋଲି  ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସେ ଆହୁରି…

ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଓଡ଼ିଶାରେ ପ୍ରଥମ ଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିପାଇଁ ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହେବ  । ପ୍ରଥମେ ସକାଳୁ ଏହି ଏକ୍ସପ୍ରେସ ଟ୍ରେନ ହାଓଡାରୁ ପୁରୀ ଆସିବ ଏବଂ ପୁରୀରୁ ହାଓଡା ଯିବ ବୋଲି ଜଣାପଡିଛି । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।…

କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ

ଭୁବନେଶ୍ୱର:  ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ୍ । ଦିନ ୧୧ଟାରେ ସଦର ବ୍ଲକ ଜମଧରରେ ପହଞ୍ଚିବେ ଫାଇଭ-ଟି ସଚିବ ।  ପରେ ଜଝାଙ୍ଗରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାଇଁଚ କାରିଗରୀ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଡେରାବିଶ ବ୍ଲକ ମିଶନ ଶକ୍ତି…