ଚାରିଧାମ ଯାତ୍ରା ପାଇଁ ଓଡ଼ିଆ ସମେତ ୯ ଭାଷାରେ ଏସ୍‌ଓପି

ଚାରିଧାମ ଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଓଡ଼ିଆ ସମେତ ୯ଟି ଭାଷାରେ ଏସ୍‌ଓପି ଜାରି କରାଯାଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ, ତାମିଲ, କନ୍ନଡ, ମରାଠୀ, ବଙ୍ଗଳା, ପଂଜାବୀ ଓ ଗୁଜରାତି।  ଚାରିଧାମ ଯାତ୍ରାରେ ଆସିବା ସମୟରେ ସମ୍ବନ୍ଧିତ ରାଜ୍ୟର ଶ୍ରଦ୍ଧାଳୁମାନେ ନିଜ ଭାଷାରେ…

ରାଜସ୍ଥାନ-ମୁମ୍ବଇ ମୁକାବିଲା ଆଜି

ରବିବାର ୪୨ତମ ମ୍ୟାଚ ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ।  ରାଜସ୍ଥାନ ଓ ମୁମ୍ବଇ ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲର ୧୦୦୦ତମ ମ୍ୟାଚ ଖେଳିବେ। ରାଜସ୍ଥାନ ରୟାଲ୍‌ସ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ…

୧୦୦ତମ ‘ମନ୍‌ କୀ ବାତ୍‌’ ପ୍ରସାରଣ

‘ମନ୍‌ କୀ ବାତ୍‌’ ପ୍ରସାରଣ ଶୁଣନ୍ତୁ। ବାସ୍ତରେ ଏହା ଗୋଟାଏ ବିଶେଷ ଯାତ୍ରା, ଯେଉଁଥିରେ ଆମେ ଭାରତବାସୀଙ୍କର ସମ୍ମିଳିତ ଭାବନାକୁ ସ୍ବୀକୃତି ଦେବା ସହିତ ପ୍ରେରଣାଦୟୀ ଜୀବନଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି। ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’  ପ୍ରକୃତରେ ଗୋଟାଏ ବିଶେଷ…

ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ସନ ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି

ନୂଆଦିଲ୍ଲୀ:ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ପରାସ୍ତ କଲା ସନ ରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦର ୧୯୮ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ ୬ ୱିକେଟରେ ୧୮୮ ରନ କରିବାକୁ ସକ୍ଷମ ହୋଇଛି। https://twitter.com/IPL/status/1652374352342691841?s=20 ଦ୍ବିତୀୟ…

କୋଲକାତାକୁ ୭ ଓ୍ବିକେଟରେ ହରାଇଲା ଗୁଜରାଟ

କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ କରିଥିଲେ । https://twitter.com/IPL/status/1652298425839534080?s=20 ସେହିପରି…

ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି  । ସୁପ୍ରିମକୋର୍ଟଙ୍କ ଛାଟ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ପୁରୀ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଜଣେ ଅଫିସରଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ…

ମେ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ମେ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହୋଇନି। ଯଦି ବାତ୍ୟା…

ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲଦଣ୍ଡ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର  ମୁଖତାର୍ ଅନସାରୀକୁ ମିଳିଲା ୧୦ବର୍ଷ ଜେଲ ଦଣ୍ଡ।  ଗାଜିପୁରର  କୋର୍ଟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନଭେମ୍ବର ୨୯, ୨୦୦୫ରେ ପୂର୍ବାଚଲରେ  ଏହି ହତ୍ୟା ଗାଜୀପୁରର ମହମ୍ମଦାବାଦରୁ…

କୁସ୍ତି ଫେଡେରେସନ୍‌ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଲେ ଦୋଷୀଭାବେ ଇସ୍ତଫା ଦେବି ନାହିଁ

ନୂଆଦିଲ୍ଲୀ: କୁସ୍ତି ଖେଳାଳିମାନଙ୍କ ଦାବି ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ସାଂସଦ ବ୍ରଜଭୂଷଣ । ସେ କହିଛନ୍ତି ଯଦି ସେ କାହାକୁ ଯୈାନ ନିର୍ଯାତନା ଦେଇଛନ୍ତି ବା ଖରାପ ବ୍ୟବହାର ଦେଖାଇଛନ୍ତି ତେବେ କାହିଁକି ମାମଲା କରାଯାଇନାହିଁ । କୋଉ ପୋଲିସ ଷ୍ଟେସନରେ କିଏ ତାଙ୍କ ନାମରେ କାହିଁକି…

ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ

ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ବିଜେପି ସଭାପତି ମନମୋହନ ସାମଲ ଜଣାଇଛନ୍ତି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  କହିଛନ୍ତି, ସାଂସଦ ବ୍ରଜରାଜଙ୍କ…