ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ  ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି। ଏହି ସମୟରେ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି।  ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ ୧ରୁ ୩ ମାସ ପାଇଁ ଭିତରକନିକା…

ମହାରାଷ୍ଟ୍ରର ଗଡ଼ଚିରୌଲୀରେ ୩ ନକ୍ସଲ୍‌ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୌଲୀରେ ପୁଲିସ  ସହିତ ଗୁଳି ବିନିମୟ କରି ଜଣେ ଦଲମ୍‌ କମାଣ୍ଡର୍‌ଙ୍କ ସମେତ ୩ଜଣ ନକ୍ସଲ୍‌ ନିହତ ହୋଇଥିବା କଥା ପୁଲିସ କହିଛି। ରାଜାରାମ ଓ ପେରିମିଲୀ ସଶସ୍ତ୍ର ଆଉଟ୍‌ପୋଷ୍ଟ୍‌ ମଧ୍ୟସ୍ଥ କେଦମାରା ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା। ଜଙ୍ଗଲରେ ତଲାସ ଅଭିଯାନ…

ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଛି ଆନ୍ଧ୍ର ସରକାର

ସୀମାକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ପୁଣି ଆନ୍ଧ୍ର ସରକାର ଏବେ ବିଦ୍ୟୁଦ କନେକ୍ସନ କାଟି ଦେଇଥିବା ଦେଖିବାକୁ ମିଳିଛି। କୋଟିଆର ନେରିଡିବାଲସା, ତାଡିବାଲସାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଛି ଆନ୍ଧ୍ର…

ହ୍ରାସ ପାଇଲା ଏଲ୍‌ପିଜି ସିଲିଣ୍ଡର୍‌ ଦର

ନୂଆଦିଲ୍ଲୀ:  ୧୯ କିଲୋ ଓଜନବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି । ସଂଶୋଧିତ ଦର ଅନୁସାରେ, ଆଜିଠାରୁ  ଦିଲ୍ଲୀରେ ୧୯ କିଲୋଗ୍ରାମ୍‌ ଓଜନବିଶିଷ୍ଟ ‘ଏଲ୍‌ପିଜି’ ୧,୮୫୬ ଟଙ୍କା ୫୦ ପଇସାରେ ମିଳିବ। ମୁମ୍ବାଇରେ ୧,୮୦୮ ଟଙ୍କା ୫୦ ପଇସା,…

୬ ଉଇକେଟରେ ରାଜସ୍ଥାନକୁ ହରାଇଲା ମୁମ୍ବାଇ ଇଣ୍ଡିଆନସ୍‌

ମୁମ୍ବାଇ : ଏକ ରୋମାଂଚକର ମ୍ୟାଚରେ ଶେଷ ଓଭରରେ ରାଜସ୍ଥାନକୁ ହରାଇଲା ମୁମ୍ବାଇ । ଲଗାତାର ୩ଟି ଛକା ମାରି ଶେଷ ଓଭରରେ ଡେଭିଡ ମୁମ୍ବାଇକୁ ଜିତାଇଥିଲେ । ଜୟସ୍ୱାଲଙ୍କ ଶତକ ଫିକା ପଡିଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ…

କେଜ୍ରିୱାଲ କହିଥିଲେ ଦୁଇଟି ବଖରା ଥିବା ଘରେ ରହିବେ: ଅଳକା ଲାମ୍ବା

କଂଗ୍ରେସ ନେତ୍ରୀ ଅଳକା ଲାମ୍ବା  ପ୍ରଶ୍ନ ଉଠାଇଛନ୍ତି । ଅଳକା ଲାମ୍ବା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ପ୍ରଶ୍ନ କରାଯାଉଥିଲେ ବି ସେ ନିରବ ଅଛନ୍ତି,ହେଲେ ଏବେ ଉଡାଇଦେଲେ ୪୫ କୋଟି ଟଙ୍କା  କ୍ଷମତାକୁ ଆସିବା ପୂର୍ବରୁ ରାମଲୀଳା ମୈଦାନରୁ ଦୁର୍ନୀତି ବିରୋଧରେ ଲଢେଇ…

ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର : ମହାନଦୀ ଜଳକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ବିବାଦର ସମାଧାନ କରିବା ପାଇଁ  ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଏବେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ଠାରୁ ଏହି ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ପୁଣି ଥରେ ଛତିଶଗଡ଼ ଗସ୍ତ କରିଛନ୍ତି। ଟିମ୍‌  ଦୁର୍ଗ ଜିଲ୍ଲାର କୁମ୍ଭାରୀ…

୪ ୱିକେଟ୍‌ରେ ହାରିଲା ସୁପର କିଙ୍ଗ୍‌ସ: ଜିତିଲା ପଂଜାବ କିଙ୍ଗ୍‌ସ,

ଚେନ୍ନାଇ ସୁପର କିଙ୍ଗ୍‌ସକୁ ପଂଜାବ କିଙ୍ଗ୍‌ସ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ପଂଜାବ ଟିମ୍‌ ୨୦୧ ରନ୍‌ର ବିଜୟ ଲକ୍ଷ୍ୟକୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ପୂରା କରିଛି। ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା ଚେନ୍ନାଇ।…

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି

ଦିଲ୍ଲୀ : ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଜାରି ।  ଆନ୍ଦୋଳନକୁ ଦିଗହରା କରିବା ଲାଗି କେତେକ ମହଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସ୍ତିଯୋଦ୍ଧା । ସେପଟେ ଦିଲ୍ଲୀ ପୋଲିସ କୁସ୍ତି ଯୋଦ୍ଧାଙ୍କୁ ଯାଗା ଖାଲି କରିବାକୁ ନୋଟିସ କରିଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ସମ୍ବଲପୁରରୁ ସହରରୁ ସମ୍ପୂର୍ଣ୍ଣ ଭାବେ ହଟିଲା କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁରରୁ ହଟିଲା କର୍ଫ୍ୟୁ । ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଥିବାବେଳେ ଓ କୌଣସି ଗଣ୍ଡଗୋଳ ଦେଖାନଦେବା ଫଳରେ ଜିଲ୍ଲା ପ୍ରଶାସନ ଏ ନିଷ୍ପତ୍ତି ନେଇଛି । ସହରରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୪ଟି ଥାନାରୁ…