ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି

ବାରାଣାସୀ:  ଜ୍ଞାନବାପି ମାମଲାରେ ବଡ଼ ରାୟ । ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।  ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି । ଏହା ଦ୍ବାରା…

ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବ ।  ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି  । ନୂଆ ମନ୍ତ୍ରୀ କିଏ ହେବ ତାହା ଜଣାପଡିନାହିଁ ।  ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିଲେ ମଧ୍ୟ କାରଣ କଣ…

ତାସକେଣ୍ଟ ଠାରେ ପଦକ ଜିତିଥିବା ମୁଷ୍ଟିଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାସକେଣ୍ଟ ଠାରେ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ପ୍ରଥମ ଥର ପାଇଁ ପଦକ ଜିତିଥିବା ଦୀପକ ଭୋରିଆ, ହୁସାମୁଦ୍ଦିନ ଓ ନିଶାନ୍ତ ଦେବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ…

ଆସନ୍ତାକାଲି ଝାରସୁଗୁଡ଼ାରେ କିଏ ମାରିବ ବାଜି !

ଝାରସୁଗୁଡା: ଆସନ୍ତାକାଲି କିଏ ମାରିବ ବାଜି । କଂଗ୍ରେସ, ବିଜେପି, ବିଜେଡ଼ ନେତାମାନେ ଜିତିବେ ବୋଲି କହୁଛନ୍ତି । କିନ୍ତୁ କିଏ ଜିତିବ ତାହା  ଭୋଟ ଗଣତି  ପ୍ରକାଶ ପାଇବା ପରେ ଜଣାପଡିବ ।  ଝାରସୁଗୁଡା ଫଳାଫଳ ପାଇଁ ଏବେ ତିନି ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । ସେପଟେ  ରାଜ୍ୟ ମୁଖ୍ୟ…

ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଚର ମୋହନ ଭାଗବତ

 କଟକ: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଚର ମୋହନ ଭାଗବତ ।  ଆଜି ପୂର୍ବାହ୍ନରେ ଓଡ଼ିଶାରେ ଆସି ପହଁଚିଛନ୍ତି  ଡକ୍ଚର ମୋହନ ଭାଗବତ ।   ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା…

ଇମ୍ରାନ ଖାନଙ୍କୁ ଆଶ୍ବସ୍ତି: ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍

ଇସଲାମବାଦ: ଇମ୍ରାନ ଖାନଙ୍କୁ ଆଶ୍ବସ୍ତି ମିିଳିଛି ଇସଲାମବାଦ ହାଇକୋର୍ଟରୁ ।  ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍ । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋସାଖାନା ମାମଲାରେ  ସ୍ଥଗିତାଦେଶ ଜାରି କରିଥିବା…

ଚାଲିଗଲା ୪ ହାତୀଙ୍କ ଜୀବନ

ଗୁଣପୁର: ପୁଣି ବିଦ୍ୟୁତ ଆଘାତରେ ଯାଇଛି ହାତୀଙ୍କ ଜୀବନ ।  ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହେବାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।  ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ବିଦ୍ୟୁତ୍ ଆଘାତ…

ବାତ୍ୟା ‘ମୋକା’ ଆସୁଛି

ନୂଆଦିଲ୍ଲୀ: - ଅତି ଭୀଷଣ ବାତ୍ୟାର ରୂପ ନେଲା 'ମୋକା' ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା ।  ଏବେ ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି 'ମୋକା'  ।  ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିିଛି । …

ଶରଦ-ଉଦ୍ଧବଙ୍କୁ ଭେଟିଲେ ନୀତିଶ କୁମାର

ମୁମ୍ବାଇ:  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ଉଦ୍ଧବ ଓ ଶରଦଙ୍କୁ ସାକ୍ଷାତ କରିଛନ୍ତି ।  ଦେଶର ଅଧିକରୁ ଅଧିକ ଦଳ ଏକାଠି ହୁଅନ୍ତୁ,…

ଇମ୍ରାନଙ୍କ ଗିରଫଦାରି ବେଆଇନ: ପାକ୍ ସୁପ୍ରିମକୋର୍ଟ

ଇସଲାମାବାଦ : ପାକିସ୍ତାନରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ  ଆଶ୍ବସ୍ତି ମିଳିଛି। କୋର୍ଟ ପରିସରରୁ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ ।ଇମ୍ରାନଙ୍କ…