୨୦୨୨ – ୨୩ ବର୍ଷ ପାଇଁ ଆନୁମାନିକ ଖାଦ୍ୟ ଉତ୍ପାଦନ ୩୩୦୫.୩୪ ଲକ୍ଷ ଟନ୍ : ତୋମାର

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୨୨ – ୨୩ କୃଷି ବର୍ଷ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ପ୍ରକାଶ ପାଇଛି । ଏହି ଅବସରରେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଚଳିତ କୃଷି ବର୍ଷରେ ୩୩୦୫.୩୪ ଲକ୍ଷ ଟନ୍…

ସେଙ୍ଗୋଲ କୁ ନେଇ ସାରା ଭାରତରେ ଚର୍ଚା

ସେଙ୍ଗୋଲ ହେଉଛି ରାଜଦଣ୍ଡ  । ଏହା ରାଜାଙ୍କ ଶାସନର ପ୍ରତୀକ, ନ୍ୟାୟ, ଶକ୍ତି ପରାକ୍ରମର ପ୍ରତୀକ   । ଭାରତୀୟଙ୍କ ହାତରେ ଶାସନ ଭାର ହସ୍ତାନ୍ତର ସମୟରେ ସେଙ୍ଗୋଲର ବ୍ୟବହାର ହୋଇଥିଲା । ନୂଆ ଶାସକଙ୍କୁ ନ୍ୟାୟପୂର୍ଣ୍ଣ ଶାସନ କରିବା ପାଇଁ ସେଙ୍ଗୋଲ ହସ୍ତାନ୍ତର କରିଥିଲେ ବ୍ରିଟିସ ଶାସକ  ।…

କଲେଜ ପିଲାଙ୍କୁ ମାଗଣା ଓ୍ବାଇ ଫାଇ

ଭୁବନେଶ୍ୱର :   ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସବୁ କଲେଜ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ଓ ଓ୍ବାନ ଜିବି ଡାଟା ବୋଲି ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ଓ୍ବାନ ଜିବି ଡାଟା ମିଳିବ ।…

ସାରା ରାଜ୍ୟରେ ପ୍ରଥା ପରମ୍ପରା ଅନୁସାରେ ମହାଦେବଙ୍କ ବିବାହ ସମ୍ପନ୍ନ ହେଲା

ସମ୍ବଲପୁର: ସାରା ରାଜ୍ୟରେ  ମହା ଆଡମ୍ବରରେ ସରିଲା ମହାଦେବଙ୍କ ବାହାଘର । ପ୍ରଥା ପରମ୍ପରା ଅନୁସାରେ ଗାଁ ଗାଁରେ  ଥିବା ମନ୍ଦିରରେ ହୋଇଥିଲା ବିବାହ ଉତ୍ସବ । ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଲେ ବାବା ଭୋଳାନାଥ । ଦେବଦମ୍ପତିଙ୍କ ବିବାହ ପାଇଁ ଦୁଲୁକିଥିଲା ଗାଁଠୁ ସହର  । ଭୁବନେଶ୍ବରରେ…

୩ ରାଷ୍ଟ୍ର ଗସ୍ତ ଶେଷକରି ଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୩ ରାଷ୍ଟ୍ର ଗସ୍ତ ଶେଷରେ ଆଜି ସକାଳେ ଦିଲ୍ଲୀସ୍ଥିତ ପାଲାମ ବିମାନ ବନ୍ଦରରେ ଅବତରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି ଭାରତ ତା’ର ଶତ୍ରୁମାନଙ୍କର ଭଲମନ୍ଦ ମଧ୍ୟ ବୁଝେ  । ବିଶ୍ବ ଏବେ ଭାରତ କଣ କରୁଛି ଏବଂ କଣ ଚିନ୍ତା କରୁଛି ତାହା ଉପରେ ନଜର ରଖୁଛି । ଆମକୁ…

ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍‌ ବୈଠକ ଶେଷ

ଶ୍ରୀନଗର : କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍‌ ବୈଠକ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ବୈଠକର ଶେଷ ଦିନରେ ଜି-୨୦ ରାଷ୍ଟ୍ରର ପ୍ରତିନିଧିମାନେ  ଶ୍ରୀନଗରରେ ମୁଗଲ ଗାର୍ଡେନ ଏବଂ ପୋଲ ଭିଉ ମାର୍କେଟ୍‌ ବୁଲି ନିଜର ଅନୁଭୂତି…

ହାତୀ ଆକ୍ରମଣରେ ମହିଳା ୱାର୍ଡମେମ୍ବର ମୃତ

ତେଲକୋଇ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ  ଜଣେ ୱାର୍ଡମେମ୍ବରଙ୍କ ପ୍ରାଣ ଯାଇଛି ବୋଲି ଜଣାପଡିଛି। ସୂଚନା ମୁତାବକ ତେଲକୋଇ ବନାଞ୍ଚଳ ବନବିହାରୀପୁର ନୂଆଗାଁର ଉକ୍ତ ମହିଳା ଜଣକ ନିକଟସ୍ଥ ବଗିଚାକୁ ଆମ୍ବ…

ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତିରେ ପିଲା ଦେବେ ପରୀକ୍ଷା

କଟକ: ଚଳିତବର୍ଷଠୁ ବର୍ଷ ଶେଷରେ ହେବ ଦଶମ ବୋର୍ଡ ପରୀକ୍ଷା । ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତିରେ ପିଲା ଦେବେ ପରୀକ୍ଷା ।  ଆଉ ସମ୍ମେଟିଭ ୱାନ କି ସମ୍ମେଟିଭ ଟୁ ପରୀକ୍ଷା ହେବନି ।  କୋଭିଡ୍ ସମୟରେ ଗୋଟିଏ ବର୍ଷ ୧୦ମ ଶ୍ରେଣୀ ଆନୁଆଲ୍ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବୋର୍ଡ ପକ୍ଷରୁ ନବମ…

ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ରିତା ସାହୁ। ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି । ୮ ହଜାର ୧୬୪ ଜଣ…

ବ୍ୟାନ ହୋଇପାରେ ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ହିଂସାପାଇଁ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଇମ୍ରାନଙ୍କ ଦଳ ରାସ୍ତାରେ ହିଂସା ସୃଷ୍ଟି କରୁଥିବାରୁ ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ…