ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣା, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା ଘଟଣାରେ ଝାଡ଼ଖଣ୍ଡରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । । ଝାଡ଼ଖଣ୍ଡର ପୂର୍ବ-ସିଂହଭୂମ ଜିଲ୍ଲା ମୁଷାବଣୀ ଗାଁରେ ରେଡ୍ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ସମୟରେ…