ମିସାଇଲ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
ବାଲେଶ୍ୱର: ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଧାମରା ଅବଦୁଲ କାଲାମ ଦ୍ବୀପରୁ ରାତ୍ରୀକାଳୀନ ପରୀକ୍ଷା କରିଛି ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦିଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍ ଭାବେ…