ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ: କେନ୍ଦ୍ର…

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଛି । ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ…

ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଜଳୁଛି ସାରା ଓଡ଼ିଶା । ସମ୍ବଲପୁରରେ ତାପମାତ୍ରା ୪୬.୧ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୪୪.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ସର୍ବାଧିକ ୪୬.୧ ଡିଗ୍ରି ସେଲସିୟସ, ହୀରାକୁଦରେ ୪୫.୬ଡିଗ୍ରି…

ଆମେରିକା ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁରେ ଶୁଭାରମ୍ଭ ହେବ ‘ମୋଦୀଜୀ ଥାଳି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ‘ମୋଦୀଜୀ ଥାଳି’ ଏବେ ଚର୍ଚାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କୁ ସମ୍ମାନ ଜଣାଇ ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁ ବିଶେଷ ଭୋଜନ ଥାଳିର ଶୁଭାରମ୍ଭ କରିଛି । ସେଫ୍‌ ଶ୍ରୀପଦ କୁଲକର୍ଣ୍ଣିଙ୍କ…

ନ୍ୟାୟ ମାଗିଲେ ଯବାନ: ପତ୍ନୀଙ୍କୁ ଆକ୍ରମଣ ପରେ ସୁରକ୍ଷା ଉପରେ ଉଠାଇଲେ ପ୍ରଶ୍ନ

ଥିରୁଭାନ୍ନମଲାଇ: ତାମିଲନାଡ଼ୁର ଥିରୁଭାନ୍ନମଲାଇ ଜିଲ୍ଲାରେ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଅସଦବ୍ୟବହାର କରିବା ସହ କିଛି ଲୋକ ଆକ୍ରମଣ କରିଥିବା ଯବାନ ଅଭିଯୋଗ କରିଛନ୍ତି । ଯବାନ ପ୍ରଭାକରନଙ୍କ ସ୍ତ୍ରୀ କୀର୍ଥୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଶନିବାର ୪୦…

ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଗାଡ଼ି ଚାଳକ କିମ୍ବା କର୍ମଚାରୀଙ୍କ ନିକଟତମ…

ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ

ଗାନ୍ଧୀନଗର: ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟରେ ୟେଲୋ ଆଲର୍ଟ । ସୌରାଷ୍ଟ୍ର-କଛ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବରାରୁ ୟେଲୋ ଆଲର୍ଟ ଜାରି କରିଛି IMD । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ । ଏହାର ପ୍ରଭାବରେ ଗୁଜରାଟର କଚ୍ଛ,…

ବିକଶିତ ହେବ ଇରମ ଇତିହାସ

ଭଦ୍ରକ: ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କୁ ଏନେଇ ପ୍ଲାନ୍ ଦେଲେ ୬ରୁ ୮ମାସରେ ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ ।…

ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଉପରେ ଡ୍ରୋନ କଟକଣା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି

ପୁରୀ: ଆଗାମୀ ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଉପରେ ଡ୍ରୋନ ଉଡ଼ିବା ନେଇ କଟକଣା। ଡ୍ରୋନ କଟକଣା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଆସନ୍ତା ଜୁନ୍ ୨୦ରେ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା…

ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଉ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁକ୍ତା ଯୋଜନାରେ ଆଉ ୧୦ ଜିଲ୍ଲାର ୪୨ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩ ଦଶମିକ ୮୧ କୋଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ୨୦୨୩-୨୪…

ଭିଜିଲାନ୍ସ ଜାଲରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ

ପୁରୀ: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ବିନସିଟିର ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢାଉ । ଭୁବନେଶ୍ବର ସୌଭାଗ୍ୟନଗରରେ ଥିବା ଘର, ଚକେଇଶିଆଣିରେ ଥିବା ସମ୍ପର୍କୀୟଙ୍କ ଘରେ…