ଖୋଲିଲା ସ୍କୁଲ: ୭ଟି ଜିଲ୍ଲାରେ ସ୍କୁଲ ଖରାଛୁଟି ବୃଦ୍ଧି ସହିତ ସକାଳୁଆ ପାଠପଢ଼ା
ଭୁବନେଶ୍ୱର: ଆଜିଠୁ ଖୋଲିଲା ସ୍କୁଲ । ଖରା ପାଇଁ ସକାଳୁଆ ସ୍କୁଲ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ସ୍କୁଲ ଖରାଛୁଟି ବୃଦ୍ଧି ସହିତ ସକାଳୁଆ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି ।…