ମସ୍କ ଦେଲେ ସୂଚନା, ଟେସଲା ଭାରତ ଆସିବ

ନୂଆଦିଲ୍ଲୀ:  ଆମେରିକାରେ ମୋଦିଙ୍କ ସହ ଏଲୋନ ମସ୍କଙ୍କ ସାକ୍ଷାତ ପରେ ଭାରତ ଆସୁଛି ଟେସଲା । ନିଜେ ଟେସଲା ସିଇଓ ଏଲୋନ ମସ୍କ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ମସ୍କ, ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟେସଲା ଭାରତ ଆସୁଥିବା…

ସାମ୍ବାଦିକଙ୍କୁ ମିଳିବ ବୀମା ରାଶି

କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ପେନସନ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି…

ନୀତିଶ କୁମାରଙ୍କୁ ବଡ ଝଟକା :ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ଏବେ ଏନଡିଏରେ ସାମିଲ

ବିହାର ସରକାରରେ ସାମିଲ ଥିବା ଜିିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା  ଏବେ ଏନଡିଏରେ ସାମିଲ ହୋଇଛି । ବୁଧବାର ଦିନ ଦିଲ୍ଲୀରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ ସୁମନ ମାଞ୍ଝୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ପରେ…

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ

ପୁରୀ : ଆଜି ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ । ଗତକାଲି ଶରଧାବାଲିରେ ତାଳଧ୍ବଜ ରଥ ଲାଗିଥିବା ବେଳେ, ଆଜି ପହଞ୍ଚିଛି ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅଧାବାଟରେ ରହିଥିଲା ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆଜି ସକାଳୁ ସମସ୍ତ ନୀତିକାନ୍ତି ପରେ ପୁଣି ଆରମ୍ଭ ହୋଇଥିଲା…

ଶିଖରଚଣ୍ଡୀରେ ପହଞ୍ଚିଲେ ହାତୀ ପଲ

ଭୁବନେଶ୍ୱର: ବନ କର୍ମଚାରୀ ସଂଘର ଆନ୍ଦୋଳନର ସିଧାସଳଖ ପ୍ରଭାବ ପଡ଼ିଛି ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ । ଭୁବନେଶ୍ୱର ଉପକଣ୍ଠ ଶିଖରଚଣ୍ଡୀରେ ପହଞ୍ଚିଥିଲେ ହାତୀ ପଲ । ସହର ଭିତରେ ହାତୀକୁ ଦେଖି ଛାନିଆ ହୋଇଯାଇଥିଲେ ସ୍ଥାନୀୟ ବାସିନ୍ଦା । କିଛି ଘଣ୍ଟାର ଆତଙ୍କ ପରେ ହାତୀପଲ ଜଙ୍ଗଲକୁ ଫେରି…

ଶ୍ରୀକ୍ଷେତ୍ରରେ ଆଜି ପୁଣି ହେଉଛି ରଥଟଣା

ଶ୍ରୀକ୍ଷେତ୍ରରେ ଆଜି ପୁଣି ହେଉଛି ରଥଟଣା। ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି। ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ଗତକାଲି କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧାବାଲିରେ ଲାଗିଥିଲା। ଦେବୀ…

ଯୁକ୍ତ ଦୁଇ ନାମ ଲେଖାଇବା ପାଇଁ ଆବେଦନ ତାରିଖକୁ ଜୁନ୍ ୨୦ରୁ ୨୬କୁ ବୃଦ୍ଧି

ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା । ଅଭିଭାବକ,ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି…

‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ, ଯୋଗ ଦିବସ ପାଳିଲେ ମୋଦି

ୱାଶିଂଟନ୍‌: ମୋଦିଙ୍କୁ ଆମେରିକାରେ ଜୋରଦାର ସ୍ବାଗତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ ‘ମୋଦୀ-ମୋଦୀ’ର ନାରା ଦେଇଥିଲେ । ଜାତିସଂଘ…

ଆଜିଠୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର :  ତାତିରୁ ମିଳିବ ମୁକ୍ତି । ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବ । ଆସନ୍ତାକାଲିଠୁ ଓଡ଼ିଶାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପର୍ଯ୍ୟନ୍ତ…

ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଲେ ମୋଦି

ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଛନ୍ତି । ମସ୍କଙ୍କ ସହ  ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୨୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରହିବେ ମୋଦି । ଏହି ସମୟରେ ପିଏମ୍ ମୋଦି ରାଷ୍ଟ୍ରପତି ଜୋ ବିଡେନଙ୍କୁ…