ଆସନ୍ତାକାଲିଠାରୁ ଆରମ୍ଭ ହେବ ହକି ବିଶ୍ୱକପ୍ ମହାସମର

ଆସନ୍ତାକାଲିଠାରୁ ହକି ବିଶ୍ୱକପ୍ ମହାସମର । ଆରମ୍ଭ ହେବ ଲଢେଇ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିବ ମୁକାବିଲା । ଆସନ୍ତାକାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ଗୋଟାଏରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା…

ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ଉତ୍ତରାଖଣ୍ଡର ଯୋଶୀମଠ ଏବଂ ଏହାର ପଡୋଶୀ ସହର ଗୁଡ଼ିକ ପ୍ରତି ମାଡି ଆସୁଛି ବିପଦ । ଗତକାଲି ରାତିରେ ପୁଣି ଯୋଶୀମଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି…

ଆର୍ଥିକ ମାନଦଣ୍ଡରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା

ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ୧୧ । କିନ୍ତୁ ଆର୍ଥିକ ବର୍ଗରେ ଓଡ଼ିଶା ୬୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ରହିଛି । କେୟାର ରେଟିଙ୍ଗସର ସଂସ୍ଥା କେୟାରଏଜ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି । ୩୬.୭…

ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଚର୍ଚ୍ଚିତ ଅବକାରୀ ଅଧିକାରୀ । ୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ଏକ କେସ୍ ଡାଏରୀ ଦାଖଲ କରିବାକୁ ସେ ୧୮ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ । ସଞ୍ଜୟ…

ଚୀନରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି

ଚୀନରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି। ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ଅଣାୟତ୍ତ ହୋଇଛି।ଗ୍ରାମୀଣ ଚୀନରେ ଅନେକ ଡାକ୍ତର କହିଛନ୍ତି, ସେମାଏନେ ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେ‌ବେ ଦେଖିନାହାନ୍ତି। ପୂର୍ବରୁ…

ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍

ରାଜଧାନୀ ରାଜରାସ୍ତାରୁ ଗାଡି ନହଟାଇଲେ ପଙ୍କଚର କରାଯାଉଛି । ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ବିଏମସି ଏନଫୋର୍ମମେଣ୍ଟ ଟିମ୍ କରୁଛି ଚକା ଲିକ୍ । ହକି ବିଶ୍ୱକପ ପାଇଁ ସମସ୍ତେ ତତ୍ପର ଥିବା ବେଳେ ଅମାନିଆ ଗାଡି ଚାଳକଙ୍କୁ ଶିକ୍ଷା ଦେଉଛି ବିଏମସି । ବୁଧବାର ଜୟଦେବ ବିହାରରୁ…

ବାରବାଟୀରେ ହକି ବିଶ୍ବକପ୍‌ର ଝଲକ

କଟକ: ‌ଐତିହାସିକ ବାରବାଟୀ ଷ୍ଟାଡିୟମରେ  ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ହକି ବିଶ୍ବକପ୍‌କୁ ଉଦ୍‌ଘାଟନ କରି  କହିଛନ୍ତି, ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରୁଛି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି…

ବୁଥ ମଜବୁତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି

ବିଜେପିକୁ ବୁଥ ମଜବୁତ ଚିନ୍ତା । ଚଳିତ ବର୍ଷ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ସେହିପରି ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବୁଥ ମଜବୁତ କରିବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଗତକାଲି ଏ ନେଇ ବିଜେପି ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା…

ଆଜିଠୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆଜିଠୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅସ୍ଥାୟୀ ରାସ୍ତାରେ ଚାଲିଚାଲି ଯାଇ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିପାରିବେ । ତେବେ ଆସନ୍ତା ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅସ୍ଥାୟୀ ରାସ୍ତାକାମ ଶୀଘ୍ର ସରିଯାଇଥିବା ବେଳେ ଆଗୁଆ…

ଆସନ୍ତା ୧୫ ତାରିଖରୁ ହାଇସିକ୍ୟୁରିଟି ନମ୍ବର ନଥିଲେ କଟିବ ଚାଲାଣ

ଏଣିକି ଗାଡିରେ ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଲାଣ କଟିବ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏ ନେଇ ଅତିରିକ୍ତ ପରିବହନ କମିଶନର, ଏନଫୋର୍ସମେଣ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର…