ଜିତୁ ଜିତୁ ହାରିଲା ଭାରତ
ଭାରତୀୟ ଦଳର ବିଶ୍ବକପ୍ ଅଭିଯାନ ଶେଷ ହୋଇଛି । ସବୁ ଆଶା ଆଶା ର ରହିଯାଇଛି । ମ୍ୟାଚ୍ ବହୁ ରୋମାଞ୍ଚ ହେବା ସହ ଦୁଃଖ ର ସହ ଶେଷ ହୋଇଗଲା। ବିଶ୍ବକପ୍ ପଦକଟିଏ ପାଇଁ ଥିବା ୪୮ ବର୍ଷର ସ୍ବପ୍ନ ପୁଣି ଥରେ ଚୂରମାର ହେବାରୁ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଥିଲା ଦେଖିବାକୁ ମିଳିଥିଲା । …