ଭାରତକୁ ୧୦୦ରୁ ଅଧିକ ଚିତା ଦେବ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ: ଭାରତକୁ ପୁଣି ଆସିବେ ଆଫ୍ରିକା ଚିତା । ଚିତା ପ୍ରକଳ୍ପ ସଫଳ ହୋଇଥିବା ଦୃଷ୍ଟିରୁ ୧୦୦ ଚିତା ପଠାଇବା ଲାଗି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ବୁଝାମଣା ହୋଇଛି । ଆସନ୍ତା ମାସରେ ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଚିତା ଅଣାଯିବା ଲାଗି ନିଷ୍ପତ୍ତି ହୋଇଛି । ଗତବର୍ଷ ସେପ୍ଟେମ୍ବରରେ…