Odisha ବିଆରଏସକୁ ନେଇ ରାଜନୀତି ଜୋର ଧରିଲା Metro TV Jan 28, 2023 ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବିଆରଏସ କୁ ନେଇ ଚର୍ଚା ଜୋର ଧରିଛି । ଓଡ଼ିଶାରେ ବିଜେଡି ସରକାର ସମୟରେ ଅସନ୍ତୁଷ୍ଟ ବିଜେପି, ବିଜେଡି, କଂଗ୍ରେସ ନେତାଙ୍କୁ ନେଇ ବିଆରଏସ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ରଣନୀତି କରିସାରିଛି ।…
National ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ Metro TV Jan 28, 2023 ନୂଆଦିଲ୍ଲୀ: ବହୁ ଦିନ ପରେ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ସ୍ବାଧୀନତାର 75 ବର୍ଷ ପରେ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଉଦ୍ୟାନର ନାମକୁ 'ଅମୃତ ଉଦ୍ୟାନ ନାମକରଣ କରାଯାଇଛି । କେନ୍ଦ୍ର ସରକାର ଏହି ନାମ ପରିବର୍ତ୍ତନ କରିବା ନେଇ ନିର୍ଦେଶନାମା ଘୋଷଣା…
Odisha ଉତ୍ତପ୍ତ ହେଉଛି ଓଡ଼ିଶା, ତାତି ଅସହ୍ୟ Metro TV Jan 28, 2023 ଭୁବନେଶ୍ୱର: ଶୀତ ଦିନ ସରିନି କିନ୍ତୁ ତାତି ସହି ହେଉନି । ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଲେ ଏବେ ପ୍ରବଳ ଖରା । ବଢ଼ିଯାଇଛି ସୂର୍ଯ୍ୟଙ୍କ ତେଜ। ଟିକିଏ ଏପାଖ ସେପାଖ ହେଲେ ଦେହ ଆଉ ମୁଣ୍ଡରୁ ବୋହି ଯାଉଛି ଝାଳ। ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨…
Odisha ଛୁଟିଦିନରେ ଖୋଲା ରହିବ ଓଟି Metro TV Jan 28, 2023 ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଅନେକ ସମସ୍ୟା କୁ ନେଇ ଏବେ ସରକାର ସଚେତନ ହୋଇଛନ୍ତି ରବିବାର ଓ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅସ୍ତ୍ରୋପଚାର ବନ୍ଦ ରହିବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ…
Odisha ବିଜେଡି ସଂସଦୀୟ ଦଳ ବୈଠକ ଆଜି Metro TV Jan 28, 2023 ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିବ ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ, ସାଂସଦଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ ।…
Culture ଖଣ୍ଡଗିରି ମାଘ ମେଳା ଆଜିଠୁ Metro TV Jan 28, 2023 ଭୁବନେଶ୍ବର: ଆଜିଠୁ ଖଣ୍ଡଗିରି ମାଘ ମେଳା । ଜମିଲାଣି ବାବାଙ୍କ ମେଳି । ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭ କରିବେ । କରୋନା କଟକଣା ନଥିବାରୁ ଏଥର ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଫେବୃୟାରୀ ୧୦ ତାରିଖ…
Culture ଆଜି ପବିତ୍ର ମାଘ ସପ୍ତମୀ Metro TV Jan 28, 2023 ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ମାଘ ସପ୍ତମୀରେ ଆଜି ସକାଳୁ ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁ ଗତକାଲିଠୁ ଭିଡ ଜମାଇଛନ୍ତି । ଭୋର ୪ଟା ୪୧ ମିନିଟରୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକା ଆରମ୍ଭ ହୋଇଛି ।…
National ମଧ୍ୟପ୍ରଦେଶ ବିଦିଶାରେ ଘଟିଛି ଛାତିଥରା ଘଟଣା Metro TV Jan 27, 2023 ମଧ୍ୟପ୍ରଦେଶ ବିଦିଶାରେ ଘଟିଛି ଛାତିଥରା ଘଟଣା । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…
Covid-19 ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’ Metro TV Jan 27, 2023 ପୁଣି ଥରେ ସମଗ୍ର ବିଶ୍ଁରେ କୋଭିଡ୍ ମହାମାରୀ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତକୁ ମିଳିଲା ନୂଆ ଅସ୍ତ୍ର । ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା…
Education ପରୀକ୍ଷା ପେ’ ଚର୍ଚ୍ଚାରେ ମୋଦିଙ୍କଠୁ ଟିପ୍ସ ନେବେ ୩୮ ଲକ୍ଷ ଛାତ୍ରଛାତ୍ରୀ Metro TV Jan 27, 2023 ବହୁ ପ୍ରତିକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରେ ଆୟୋଜିତ ହେବ । ଏହି ଅବସରରେ ଛାତ୍ରୀଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ କରିବେ ପ୍ରଧାନମନ୍ତ୍ରି ମୋଦି। ଆଜି ପୂର୍ବାହ୍ନ ୧୧ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ…