ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ

ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ ।  ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା ।  ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ ।…

ସଂସଦର ବଜେଟ ଅଧିବେଶନ ଆଜିଠାରୁ

ନୂଆଦିଲ୍ଲୀ:  ସଂସଦର ବଜେଟ ଅଧିବେଶନ ଆଜିଠାରୁ ।  ଆସନ୍ତାକାଲି ଆସିବ ସାଧାରଣ ବଜେଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଆଜି ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି…

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ବୋର୍ଡରେ ନିଯୁକ୍ତ ହୋଇଛନ୍ତି ଉପଦେଷ୍ଟା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ବୋର୍ଡରେ ନିଯୁକ୍ତ ହୋଇଛନ୍ତି ଉପଦେଷ୍ଟା । ସୁରେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ କୃଷି ବିପଣନ ବୋର୍ଡର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିବାବେଳେ ଅନୁଭବ ପଟ୍ଟନାୟକଙ୍କୁ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି ।…

ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଲାଶ ଖେର୍ ଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ

କର୍ଣ୍ଣାଟକରେ ଚାଲିଥିଲା ହମ୍ପି ଉତ୍ସବ । ଷ୍ଟେଜ୍ ଶୋ ଦେଉଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଲାଶ ଖେର୍ । ଏହି ସମୟରେ ତାଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି ।କର୍ଣ୍ଣାଟକରେ ଏବେ ଚାଲିଛି ହମ୍ପି ଉତ୍ସବ । ୩ ଧରି ଚାଲିବାକୁ ଥିବା ଏହି ଉତ୍ସବରେ…

ଲଭ୍ ଜିହାଦ୍ ଓ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ ମୁମ୍ବାଇରେ ଆୟୋଜିତ ହୋଇଛି ବିଶାଳ ରାଲି

‘ଲଭ୍ ଜିହାଦ୍’ ବିରୋଧରେ ରଣହୁଙ୍କାର ଦେଲେ ହିନ୍ଦୁ ସଙ୍ଗଠନ । ଲଭ୍ ଜିହାଦ୍ ଓ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ  ମୁମ୍ବାଇରେ ଆୟୋଜିତ ହୋଇଛି ବିଶାଳ ରାଲି , ଯେଉଁଥିରେ ଭାଗ ନେଇଛନ୍ତି ଏକାଧିକ ବିଧାୟକ ଓ ମନ୍ତ୍ରୀ ।ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ହିନ୍ଦୁ ସଙ୍ଗଠନ ମିଶି ଲଭ୍ ଜିହାଦ…

ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି

ଭୁବନେଶ୍ବର : ରାଜ୍ୟରେ ଏବେ ଦିନ ତାପମାତ୍ରା ଅଧିକ ରହିଥିବା ବେଳେ ରାତିରେ ବିଶେଷ ଶୀତ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ। ଏହା ପରବର୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ…

ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବାକୁ ଦାବି

ଉତ୍ତରାଖଣ୍ଡର ଶୈଳସହର ଯୋଶୀମଠ ଦବୁଛି ଏବଂ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଯୋଶୀମଠର ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ୟ୍ୟକୁ ବନ୍ଦ କରିଦିଆଯାଇଛି ଏବଂ ଯେଉଁସବୁ କୋଠାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି, ସେଗୁଡ଼ିକୁ ଭଙ୍ଗାଯିବ ବୋଲି ନାଲି ଚିହ୍ନିତ କରାଯାଇଛି। କିନ୍ତୁ…

୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର…

୧୯ ବର୍ଷରୁ କମ୍‌ ଯୁବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ ବିଜୟୀ

ପୋଚେଫ୍‌ଷ୍ଟ୍ରୁମ୍‌: ୧୯ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍‌ର ରବିବାର ଫାଇନାଲ୍‌ରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ୪ ଓଭରରେ ମାତ୍ର ୬…

ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ମନ୍ତ୍ରୀଙ୍କ ଉପରକୁ ଗୁଳିଚାଳନା ହୋଇଛି।…