ମନ୍ତ୍ରୀଙ୍କ ହତ୍ୟାକାରୀ ପଛରେ କିଏ ? ଏପର୍ଯ୍ୟନ୍ତ ଜଣାପଡିନି
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚର୍ଚା । ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି । ମନ୍ତ୍ରୀଙ୍କୁ ଗୋପାଳ ଦାସ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲା ତାହା ଏବେ ବଡ଼ ପ୍ରଶ୍ନ । ତଦନ୍ତ ଉପରେ ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି କିନ୍ତୁ ହତ୍ୟାର…