ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା

ସମ୍ବଲପୁର: ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା । ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ । ସମ୍ବଲପୁରରୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାତି ୪ଟାରେ ସମ୍ବଲପୁର…

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିଜେପିର ଆନ୍ଦୋଳନ

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଗାଦି ଛାଡ, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ ମୁଖ୍ୟମନ୍ତ୍ରୀ…

ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ ଜାରି

ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଗତ ୩ଦିନ ଧରି ଆୟକର ବିଭାଗର ଚଢାଉ ଜାରି ରହିଛି । ଏହି ଦୁଇଟି କାର୍ଯ୍ୟାଳୟରେ ଫେବୃଆରୀ ୧୪ ତାରିଖରୁ ଚଢାଉ ଜାରି ରଖିଛି ଆୟକର ବିଭାଗ । ଇଣ୍ଟରନ୍ୟାସନାଲ ଟ୍ୟାକ୍ସ ହେରଫେର ମାମଲାରେ ଏହି ଚଢାଉ କରାଯାଉଥିବା କଥା ଆୟକର ବିଭାଗ ତରଫରୁ…

ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ

ଭୁବନେଶ୍ୱର: ବଦଳିବ ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ । ଆଜି ବିଏମସିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ…

କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସମେତ ୬ରୁ ଅଧିକ ସ୍ଥାନରେ ଏନଆଇଏ ଚଢଉ

ତାମିଲନାଡୁ କୋଏମ୍ବାଟୁରରେ କାର ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ତାମିଲନାଡୁ ସମେତ ଏକାଧିକ ରାଜ୍ୟରେ ଯାଇ ଛାନବିନ୍ କରିଛି । କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସମେତ ୬ରୁ ଅଧିକ ସ୍ଥାନରେ ଚଢଉ କରିଛି । ଗତବର୍ଷ ଅକ୍ଟୋବର ୨୩ ତାରିଖରେ କୋଏମ୍ବାଟୁରରେ ଏକ କାର…

ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ

ଶ୍ରଦ୍ଧା ୱାକର ପରେ ଏବେ ଦିଲ୍ଲୀରେ ପୁଣି ଆଉ ଏକ ହତ୍ୟା କାଣ୍ଡ । ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ଶରୀରର କଟା ଖଣ୍ଡ ଉଦ୍ଧାର କରିଛି ପୁଲିସ । ଘଟଣାରେ ସମ୍ପୃକ୍ତି ନେଇ ଜଣେ…

ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ବବିଦ୍ୟାଳୟ । ଏଥିପାଇଁ ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଇନଷ୍ଟିଚ୍ୟୁଟ ବିକାଶ ଯୋଜନା ମାଧ୍ୟମରେ ଭିଏସଏସୟୁଟି ବୁର୍ଲାର ପୁନଃରୁଦ୍ଧାର କରାଯିବ । ଭୁବନେଶ୍ୱର ପାଣ୍ଡରାରେ ଖୋଲିବ ବିଶ୍ୱ ଦକ୍ଷତା…

ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ ଷ୍ଟାର୍ସର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ

ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଆସନ୍ତା ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଠାରେ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)…

ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉକୁ ନେଇ ରାଜନୀତି

ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉ  ।  ଆୟକର ଅଧିକାରୀମାନେ ବିବିସି ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ…

ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍‍ ଶୃଙ୍ଖଳା ସ୍ଥିତି ଭଲ : ବିଜେଡି

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି । ଏହାକୁ ନେଇ  ବିଜେପି ଆନ୍ଦୋଳନ କରୁଛି । ଆନ୍ଦୋଳନକୁ ସମାଲୋଚନା କରିଛି ବିଜେଡି। ଓଡ଼ିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ବିଜେପି ଏପରି କରୁଛି  କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ। କେନ୍ଦ୍ରକୁ ଟାର୍ଗେଟ…