କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି
ଭାରତରେ କୋଭିଡ଼ ଟିକା ବଞ୍ଚାଇଛି ୩୪ ଲକ୍ଷ ଜୀବନ । କରୋନା ବିରୋଧରେ ଟିକାକରଣ ଅଭିଯାନକୁ ବ୍ୟାପକ କରି ଭାରତ ୩୪ ଲକ୍ଷରୁ ଅଧିକ ଜୀବନ ବଞ୍ଚାଇଛି । ଏଥିସହ ଭାରତ ୧୮ ଦଶମିକ ୩ ବିଲିୟନ ଡଲାରର କ୍ଷତିକୁ ରୋକିପାରିଛି ବୋଲି ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ଇନଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭନେସ୍…