ଅଷ୍ଟ୍ରେଲିଆ ଆଗରେ ୭୬ରନର ବିଜୟ ଲକ୍ଷ୍ୟ

 ଦୁଇଟି ଟେଷ୍ଟରେ ଜିତିବା ପରେ ତୃତୀୟ ଟେଷ୍ଟରେ ହାରିବା ଅବସ୍ଥା ଆସିଛି ଟିମ ଇଣ୍ଡିଆ ପାଇଁ । ଇନ୍ଦୋରର ହୋଲକର ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟେଷ୍ଟର ୨ୟ ଦିନରେ ଭାରତର ସ୍ଥିତି ଆହୁରି ଖରାପ ହୋଇଯାଇଛି । ପ୍ରଥମ ଇନିଂସରେ ମାତ୍ର ୧୦୯ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ୨ୟ ଇନିଂସରେ…

ଆଦାନୀ-ହି‌ଣ୍ଡେନ୍‌ବର୍ଗ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଆଦାନୀ-ହି‌ଣ୍ଡେନ୍‌ବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି ।  ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେବିକୁ  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେବିକୁ ଏକ ଷ୍ଟାଟସ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ସେବି ପୂର୍ବରୁ ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଓ…

ତିନିଗୁଣା ଗ୍ୟାସ୍ ଦର, ବିଜେପି ଚୁପ୍ କାହିଁକି?

 ରୋଷେଇ ଗ୍ୟାସ୍‌ ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ହୋଇଛି। ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କଲା ଶାସକ ବିଜୁ ଜନତା ଦଳ।  ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଲଢେଇ କରୁଛି ଓ ଆଗକୁ କରିବ…

ତ୍ରିପୁରା, ନାଗାଲାଣ୍ଡରେ ବିଜେପି ସରକାର

ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ନାଗାଲାଣ୍ଡରେ ବି ବିଜେପି ସରକାର ଗଢିବ । ମାତ୍ର ମେଘାଳୟରେ ଏବେ ବି…

ରାଜ୍ୟର ସବୁ ଥାନାରେ ଏତଲା ଦେବ ବିଜେପି

ନବ ଦାସ ତଦନ୍ତକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ  ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ଆସନ୍ତାକାଲି ରାଜ୍ୟର ସମସ୍ତ ପୁଲିସ ଥାନାରେ ପୁଲିସ ଡିଜି, ପୁଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏତଲା ଦିଆଯିବ…

ବିଶ୍ୱ ଦହିବରା ଆଳୁଦମ ଦିବସ

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି । ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ…

ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ

ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ସେହି ଭିଡିଓରେ ସେ ଦିବ୍ୟଗଂତ ଗାୟିକା ଲତା ମଙ୍ଗେସକରଙ୍କୁ ଅପମାନିତ କରିଛନ୍ତି । ଏହାକୁ ଦେଖି ଏବେ ରାନୁଙ୍କ ଉପରେ ରାଗ ତମତମ ଲତାଙ୍କ ଫ୍ୟାନ୍  । ରାନୁଙ୍କ ଏପରି ଆଚରଣ…

ରାଜ୍ୟରେ ଓବିସି ଗଣନା ଖୁବ୍ ଶୀଘ୍ର ହେବ

ଭୁବନେଶ୍ୱର : ରାଜ୍ୟରେ ଓବିସି ଗଣନା ଖୁବ୍ ଶୀଘ୍ର ହେବ। ଆପାତତଃ ଏପ୍ରିଲ୍‌-ମେ’ ମାସରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ଜୁଲାଇ ମାସ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ଓବିସି କମିସନ୍‌ଙ୍କ ସଦସ୍ୟ ସଚିବ ଭି ଭି ଯାଦବ ସବୁ ଜିଲ୍ଲାପାଳ ଓ ମହାନଗର…

ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି

ଆଜି ବିଧାନସଭା ଆରମ୍ଭରୁ ଗୃହରେ ଉଠିଥିଲା ଲୋୟର ପିଏମଜି ଖଣ୍ଡଯୁଦ୍ଧ ପ୍ରସଙ୍ଗ ।ଚାଲିପାରିଲାନି ପ୍ରଶ୍ନକାଳ, ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି । ବିରୋଧୀ ବିଜେପି ଏହି ପ୍ରସଙ୍ଗ ଉଠାଇବା ସହ ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଉପରେ…

ଆଜିଠୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଯୁକ୍ତଦୁଇ ପରୀକ୍ଷା । ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ଥିବାବେଳେ କାଲି କଳା ଓ ବାଣିଜ୍ୟ ଓ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏ ଦିନକୁ ଗୋଟିଏ ଲେଖାଏ ସିଟିଂରେ ପରୀକ୍ଷା ହେବ । ଅଧଘଣ୍ଟା ଆଗରୁ ସେଣ୍ଟରରେ ପହଞ୍ଚିବେ…