ମାର୍ଚ୍ଚ ୧୮ ତାରିଖରେ ଗ୍ଲୋବାଲ୍ ମିଲେଟସ୍ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ମାର୍ଚ୍ଚ ୨୦୨୩ ପୂର୍ବାହ୍ନ ୧୧ ଟା ସମୟରେ ସୁବ୍ରମଣ୍ୟମ ହଲ୍, ଆଇଏଆରଆଇ କ୍ୟାମ୍ପସ, ଏନଏଏସ୍ସି କମ୍ପ୍ଲେକ୍ସ, ପୁସା ନୂଆଦିଲ୍ଲୀ ଠାରେ ଗ୍ଲୋବାଲ ମିଲେଟସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କରିବେ । ୨୦୨୩ ବର୍ଷକୁ ମିଳିତ ଜାତିସଂଘ ମହାସଭା …