ଅଷ୍ଟ୍ରେଲିଆ ବିପକ୍ଷ ଆଜି ଦ୍ବିତୀୟ ଦିନିକିଆ : କମବ୍ୟାକ କରିବେ ରୋହିତ ଶର୍ମା
ବିଶାଖାପଟନମରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା । ରୋହିତ ପୁଣିଥରେ ଦଳକୁ ଫେରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିସାନଙ୍କୁ ଦଳରୁ ବାଦ ଦିଆଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ…