ଜାଗା ମିଶନରେ ଦୁର୍ନୀତି!

କଂଗ୍ରେସରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟ୍ଟନାୟକ ।ତାଙ୍କ କହିବା ଅନୁସାରେ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରୁଛନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜାଗା ଯୋଗାଇ ଦେଉଥିବା କହୁଥିବା ବେଳେ  ଏଥିରେ ଦଳୀୟ କର୍ମୀ…

ଅମୃତପାଲ୍‌ ସିଂହଙ୍କୁ ଖୋଜୁଛି ପୋଲିସ

୪ ଦିନ ହେଲା ପଂଜାବ ପୋଲିସ ଖୋଜୁଛି ଅମୃତପାଲ ସିଂହଙ୍କୁ ।  ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କରିଛି। ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ…

୭ ଜିଲ୍ଲାରେ କୁଆପଥର ବର୍ଷା କମିଲା ତାପମାତ୍ରା

ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତ୍‌ସିଂହପୁର ଆଦି ୭ଟି ଜିଲ୍ଲାରେ  କୁଆପଥର ବର୍ଷା ହୋଇଛି। ମାତ୍ର ଦେଢ଼ ଘଣ୍ଟା ଭିତରେ ପୂରା ଓଲଟପାଲଟ ହୋଇଗଲା ରାଜଧାନୀର ପାଣିପାଗ। ତାପମାତ୍ରା ଏକାବେଳକେ ୩୩.୬ ଡିଗ୍ରିରୁ ୨୦.୮ ଡିଗ୍ରିକୁ ଖସିଗଲା।  ବର୍ଷା ଯୋଗୁଁ …

ଦିଲ୍ଳୀ ବଜେଟ୍‌ କୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମୋଦନ

ଦିଲ୍ଲୀର ବଜେଟ୍ ୨୦୨୩-୨୪କୁ ଅନୁମୋଦନ ମିଳିଛି। ଗୃହ ମନ୍ତ୍ରଣାଳୟ ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବାର ଗୋଟିଏ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଭିତ୍ତିଭୂମି ଉପରେ ବିଜ୍ଞାପନ ପାଇଁ ବ୍ୟୟ କାହିଁକି ଅଧିକ ବୋଲି…

କନ୍ନଡ ଅଭିନେତା ଚେତନ କୁମାର ଗିରଫ

କନ୍ନଡ ଅଭିନେତା ଚେତନ କୁମାର ହିନ୍ଦୁତ୍ୱ ବା ହିନ୍ଦୁଧର୍ମକୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲେ । ଏହାକୁ ନେଇ ବଜରଙ୍ଗଦଳ ତରଫରୁ ଚେତନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ଚେତନଙ୍କୁ ବେଙ୍ଗାଲୁର ପୋଲିସ ଗିରଫ କରିଛି ।ଗତକାଲି ଚେତନ କୁମାର ଏକ ଟ୍ୱିଟ୍ କରିଥିଲେ…

ଡିଜେ ଆଜେକ୍ସଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ

ଭୁବନେଶ୍ୱର: ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ନାହିଁ ଚିହ୍ନ । ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ…

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ୨୨ ତାରିଖ ଅପରାହ୍‌ ୪ଟାରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ସେ ବଙ୍ଗାଳି ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।…

ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ସମ୍ଭାବନା ରହିଛି । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ,…

ରାଜ୍ୟରେ କମିଛି ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କମିଛି ମାଓବାଦୀ କାର୍ଯ୍ୟକଳାପ । ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ ପାଇଛି । ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ଶ୍ବେତପତ୍ରରେ ସରକାର ଏହି ତଥ୍ୟ ରଖିଛନ୍ତି । ଆଜି ବିଧାନସଭାରେ ସ୍ବରାଷ୍ଟ୍ର…

ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନେଇ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିବାକୁ ନେଇ ବିକ୍ଷୋଭ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ।ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା…