ଆଉ କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହେବ । ଏଥିପାଇଁ ନୂଆ ବର୍ଷର କ୍ୟାଲେଣ୍ଡର ଘରକୁ ଆଣିବା ପାଇଁ ବାସ୍ତୁ ସମ୍ବନ୍ଧୀୟ କିଛି ବିଶେଷ କଥା ଜାଣିବା ନିହାତି ଜରୁରୀ । ତେବେ ବାସ୍ତୁ ଶାସ୍ତ୍ରରେ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ପାଇଁ କିଛି ନିୟମ ରହିଛି, ଯାହାର ପାଳନ କରିବା ଦ୍ୱାରା ଘରେ ପରିବାର ଲୋକେ ଜୀବନରେ ଆଗକୁ ଯାଇପାରିବେ । ଏହା ସହ ପୂରା ବାସ୍ତୁ ଶାସ୍ତ୍ରର ନିୟମ ଅନୁଯାୟୀ, ନୂତନ ବର୍ଷର କ୍ୟାଲେଣ୍ଡରକୁ ଘରର ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରର ଅନେକ ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ।
-ଏହା ସହିତ ଘରେ ପୁରୁଣା କ୍ୟାଲେଣ୍ଡର ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରର ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।ବର୍ଷ ଭାଗ୍ୟ ଭଲ ରହିବ ।