ରାଶିଫଳ
ମେଷ: ସବୁ କାମ ସହଜରେ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଅଫିସରେ ସହକର୍ମୀଙ୍କ ସହିତ ବାହାରକୁ ଯାଇପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଭଲ ଚାକିରିର ସୁଯୋଗ ମିଳିବ।
ବୃଷ: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ବନ୍ଧୁ ଠାରୁ ନୂଆ କାମ ପାଇଁ ଜ୍ଞାନ ପାଇବେ। ମହିଳାଙ୍କ ଲାଗି ଦନଟି ବହୁତ ଭଲ ରହିବ। ଗାୟକଙ୍କର ଗୀତ ଲୋକମାନଙ୍କୁ ଯଥେଷ୍ଟ ପସନ୍ଦ ହେବ।
ମିଥୁନ: ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ମାଆଙ୍କ ସହିତ ଧାର୍ମିକ କାମରେ ମନ ଲଗାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।
କର୍କଟ: ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ। କାରବାରରେ ଯଥେଷ୍ଟ ଲାଭ ପାଇବେ। ଘରର ମୁରବି ଆପଣଙ୍କ କାମରେ ପ୍ରଭାବିତ ହେବେ। ନୂଆ ବାଇକ୍ କିଣିବା ଲାଗି ମନ ବନାଇବେ।
ସିଂହ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଧିକାରୀଙ୍କ ସହିତ ବିଶେଷ ମାମଲାରେ କଥାବାର୍ତ୍ତା କରିବେ। ସଂଯମ ରଖି କାମ କରନ୍ତୁ ଅଧୁରା ଥିବା କାମ ପୂରା ହେବ।
କନ୍ୟା: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବିନା କାରଣରେ ଘର ଲୋକଙ୍କ ଉପରେ ରାଗନ୍ତୁ ନାହିଁ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ପ୍ରତିଦିନ ଯୋଗାସନ କରନ୍ତୁ।
ତୁଳା: ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନ ରଖନ୍ତୁ। ଲାଭକାରୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପରିବାରର କୌଣସି କାମ ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କ ଲାଗି ସଫଳତାର ଯୋଗ ଅଛି।
ବିଛା: ଆପଣ ନିଜକୁ ଶକ୍ତି ଭାର ଅନୁଭବ କରବେ। ଇଂଜିନୟର ନିଜର ଅନୁଭବର ପ୍ରୟୋଗ ସଠିକ୍ ଦିଶାରେ କରିବେ। ଜରୁରୀ କାମରେ ଜୀବନସାଥୀର ପରାମର୍ଶ ନିଅନ୍ତୁ ଲାଭଦାୟକ ରହିବ।
ଧନୁ: ସ୍ଥଗିତ ଥିବା କାମ ଆଉଥରେ ଆରମ୍ଭ କରନ୍ତୁ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କଂପ୍ୟୁଟର ଛାତ୍ରଛାତ୍ରୀଙ୍କ ଲାଗି ଦନଟି ଭଲ ରହିବ।
ମକର: କଠିନ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବେ। ଜମି କିଣିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।
କୁମ୍ଭ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବେପାରେ ଅଚାନକ ଲାଭ ହୋଇପାରେ। ଆପଣଙ୍କ ବ୍ୟବହାରରେ ଲୋକେ ଖୁସି ହୋଇପାରନ୍ତି। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ତାଜାଫଳ ଖାଆନ୍ତୁ।
ମୀନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧିକାରୀ ଠାରୁ ଆପଣ ସକାରାତ୍ମକ ପ୍ରତିକ୍ରିୟା ପାଇବେ। ଗୃହିଣୀ ନିଜର ଜୀବନସାଥୀଙ୍କୁ କିଛି ମିଠା ତିଆରି କରି ଖୁଆଇବେ।