ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୈଠକ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ଉପସ୍ଥିିିତିରେ ଆରମ୍ଭ ହୋଇଛି । ସଂସଦ ଲାଇବ୍ରେରୀ ଭବନରେ ବୈଠକରେ ଯୋଗ ଦେଉଥିବା ନେତା ମାନଙ୍କ ମଧ୍ୟରେ କେନ୍ଦ୍ରମ ନ୍ତ୍ରୀ ରାଜନାଥ ସିଂ, ଅଶ୍ୱିନୀ ବୈଷ୍ଣବ, ଏସ ଜୟଶଙ୍କର, ଅନୁରାଗ ଠାକୁର,ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜନାଥ ସିଂ ଏହି ସଭାର ଅଧ୍ୟକ୍ଷତା କରୁଛନ୍ତି ଯେଉଁଥିରେ ଅନେକ ସାଂସଦ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।ଉଲ୍ଲେଖଯୋଗ୍ୟ, ଚାଲୁଥିବା ମୌସୁମୀ ଅଧିବେଶନରେ ମୂଲ୍ୟବୃଦ୍ଧି ପ୍ରସଙ୍ଗ ଠାରୁ ଆରମ୍ଭ କରି ଶିବ ସେନା ସାଂସଦ ସଞ୍ଜୟ ରାଉତ ଟଙ୍କା ହେରଫେର ମାମଲାରେ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ ମୁଳତବୀ ରଖାଯାଇଛି । ଏଥିସହିତ ସୋମବାର ଲୋକସଭାରେ ୪ଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନଙ୍କୁ ପ୍ରତ୍ୟାହାର କରାଯାଇଛି । ଏହାସହ ସେମାନଙ୍କୁ ଗୃହରେ ପ୍ଲାୟ କାର୍ଡ ନ ଆଣିବା ପାଇଁ କୁହାଯାଇଛି ।
Trending
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି
Next Post