କଶ୍ମୀରରେ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ

କଶ୍ମୀରରେ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ  । ଜମ୍ମୁ ଓ କାଶ୍ମୀରର କଠୁଆ ଜିଲ୍ଲାରେ ରବିବାର ସଂଧ୍ୟାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । କଠୁଆ ଜିଲ୍ଲାର ହୀରାନଗରରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା, ଯାହା ପରେ ଏଠାରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ କରାଯାଉଥିଲା। ଏହି ସମୟରେ ସୁରକ୍ଷା ବାହିନୀ ତିନିରୁ ଚାରି ଜଣ ଆତଙ୍କବାଦୀଙ୍କୁ ଦେଖିଥିଲେ ଏବଂ ତା’ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Leave a comment