ଆଜିଠାରୁ ଇ-କମର୍ସ ପ୍ଲାଟଫର୍ମ Amazon ତରଫରୁ Amazon Great Indian Festival Sales ଏବଂ Flipkart ତରଫରୁ Flipkart Big Billion Days Sale ଆରମ୍ଭ ହୋଇଛି । ତେବେ ଆମାଜନ୍ ଏହି ଅଫର୍ ନିଜର Prime Members ମାନଙ୍କ ପାଇଁ ଉପଲବ୍ଧ କରାଇଥିବା ବେଳେ ଫ୍ଲିପକାର୍ଟ ନିଜ ପ୍ଲାଟଫର୍ମର Plus Member ଏବଂ VIP Members ମାନଙ୍କ ପାଇଁ ଉପଲବ୍ଧ କରିଛି । ଆଜିଠାରୁ ଏହି ଗ୍ରାହକମାନେ ନିଜ ନିଜ ପ୍ଲାଟପର୍ମରେ ସପିଙ୍ଗ କରିପାରିବେ ।ତେବେ ଅନ୍ୟ ସମସ୍ତ ଗ୍ରାହକମାନଙ୍କ ପାଇଁ ଏହି ସେଲ୍ ୨୭ ସେପ୍ଟେମ୍ବର(ରାତି)ରୁ ଆରମ୍ଭ ହେବାକୁ ଥିବା ବେଳେ କିଛି ଗ୍ରାହକଙ୍କୁ ଏହି ଅଫର୍ ୨୬ ତାରିଖରୁ ପ୍ରଦାନ କରାଯାଇଛି । ଗ୍ରାହକମାନେ ନିଜ ମନ ପସନ୍ଦର ଜିନିଷ ବଡ଼ Discountsରେ ସପିଙ୍ଗ କରିପାରିବେ । ଏହି Festive Salesରେ ବିଭିନ୍ନ IPhone ମଡେଲରେ ବଡ଼ ରିହାତି ପାଇପାରନ୍ତି ଗ୍ରାହକ । ୭୯,୯୦୦ ଟଙ୍କାରେ ଲଞ୍ଚ୍ ହୋଇଥିବା IPhone 15 ଫ୍ଲିପକାର୍ଟରେ ୫୦ ହଜାରରୁ କମ୍ ମୂଲ୍ୟରେ ଉପଲବ୍ଧ ହୋଇଥିବା ବେଳେ Iphone 13ର ମୂଲ୍ୟ ୪୦ ହଜାରରୁ ବି ତଳକୁ ଖସି ଆସିଛି ।
Trending
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
- ରଥଯାତ୍ରା : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ