ବଢିଲା ୟୁଟ୍ୟୁବର ପ୍ରିମିୟମ ପ୍ଲାନର ମୂଲ୍ୟ

ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ସମସ୍ୟାରେ ପକାଇଛି। ଏଥିରେ ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ୟୁଟ୍ୟୁବର ପ୍ରିମିୟମ ପ୍ଲାନର ଫାଇଦା ଉଠାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।୨୦୧୯ ପରେ ଏପରି ପ୍ରଥମଥର ହୋଇଛି ଯେ, ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ପ୍ଲାନର ମୂଲ୍ୟ ପ୍ରଥମଥର ବଢାଯାଇଛି। ଆସନ୍ତୁ ଆମେ ଆପଣଙ୍କୁ କହିବୁ ଯେ, ୟୁଟ୍ୟୁବ ପ୍ରିମିୟମ ପ୍ଲାନରେ କେତେ ଟଙ୍କା ବଢିଛି।ୟୁଟ୍ୟୁବ ପ୍ରିମିୟମ ପର୍ସନାଲ ପ୍ଲାନର ମୂଲ୍ୟ ପୂର୍ବରୁ ୧୨୯ ଟଙ୍କା ଥିଲା, ହେଲେ ବର୍ତ୍ତମାନ ୧୪୯ କରାଯାଇଛି।