ଅଳିଆ କିଏ?

ଦେବାଶିଷ ଭତ୍ତୃହରିଙ୍କୁ ଟାର୍ଗେଟ

ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ଚିହିଁକିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷ ଭତ୍ତୃହରିଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି।