ଋଷର ରକ୍ଷାମନ୍ତ୍ରଣାଳୟ ନିଜ ସୈନିକଙ୍କୁ କହିଛି କି, ପ୍ରଥମେ ଆମେରିକାର ଫାଇଟର ଜେଟ ଏଫ-୧୫ ଓ ଏଫ୍ -୧୬ କୁ ନଷ୍ଟକରିଦିଅ । ଏହି କାମ ଯେଉଁ ସୈନିକ କରିପାରିବ ତାଙ୍କୁ ସରକାରଙ୍କ ତରଫରୁ ୧.୪୧ କୋଟି ଟଙ୍କା ପୁରସ୍କାର ମିଳିବଋଷର ରକ୍ଷାମନ୍ତ୍ରଣାଳୟ ନିଜ ସୈନିକଙ୍କୁ କହିଛି କି, ପ୍ରଥମେ ଆମେରିକାର ଫାଇଟର ଜେଟ ଏଫ-୧୫ ଓ ଏଫ୍ -୧୬ କୁ ନଷ୍ଟକରିଦିଅ । ଏହି କାମ ଯେଉଁ ସୈନିକ କରିପାରିବ ତାଙ୍କୁ ସରକାରଙ୍କ ତରଫରୁ ୧.୪୧ କୋଟି ଟଙ୍କା ପୁରସ୍କାର ମିଳିବ । ।ଋଷ ଏଭଳି ଘୋଷଣା କରିବା ପଛର ମୁଖ୍ୟ କାରଣ ହେଉଛି ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ସହାୟତା ପାଇଁ ଏହି ଯୁଦ୍ଧ ବିମାନ ବ୍ୟବହାର କରୁଛନ୍ତି ।ଜୁଲାଇ ୧୬ ତାରିଖରେ ପ୍ରଥମେ ଋଷର ଏକ ତୈଳ ଉତ୍ତୋଳନ କାରୀ ଯନ୍ତ୍ରାଂଶ ତିଆରି କରୁଥିବା କମ୍ପାନୀ ସେନାକୁ ଏହି ଅଫର ଦେଇଥିଲା । ଯେଉଁ ସୈନିକ ଆମେରିକାର ଏଫ-୧୬ କିମ୍ବା ଏଫ-୧୫ ନଷ୍ଟ କରିଦେବ ତାଙ୍କୁ ୧୫ ମିଲିୟନ ଡଲାର ରୁବଲ୍ସ ଦିଆଯିବ । କମ୍ପାନୀ ନିଜ ତରଫରୁ ଏହି ଅଫର ଋଷର ରକ୍ଷାମନ୍ତ୍ରଣାଳୟକୁ ଦେିଥିଲା । ଏହି ଖବର ବାବଦରେ ପ୍ରଥମେ ଋଷର ସମାଚାର ଏଜେନ୍ସି ଟିଏଏସଏସ ସୂଚନା ଦେଇଥିଲା ।କହିରଖୁ କି ଋଷ ଓ ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଡଚ୍ ଓ ଡାନିସ ସରକାର ୟୁକ୍ରେନକୁ ଏଫ-୧୬ ଫାଇଟର ଜେଟ ପ୍ରଦାନ କରୁଛନ୍ତି
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post
Next Post