ସାମସଙ୍ଗର ନୂଆ ଫ୍ଲିପ ଫୋନ ଲଞ୍ଚ କଲା

 ଆଜି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ କରାଯାଇଥିବା ନିଜର ଏକ ଇଭେଣ୍ଟରେ ସାମସଙ୍ଗ ନିଜର ନୂଆ ଫ୍ଲିପ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Samsung Galaxy Z Flip 6 । ଏହି ଫୋନରେ କମ୍ପାନୀ ଷ୍ଟ୍ରଙ୍ଗ ହିଞ୍ଜ, ଅନେକ Galaxy AI ଫିଚର୍ସ ସହ ଅନେକ ଅନ୍ୟ ଫିଚର୍ସ ମଧ୍ୟ ଦେଇଛି । ଏହି ଡିଭାଇର ମୂଲ୍ୟ ୧୦୯୯ ୟୁଏସ ଡଲାର ଅଟେ ।ଏହି ଫୋନରେ ଦୁଇଟି ସ୍କ୍ରିନ ଦିଆଯାଇଛି । ଏଥିରେ ପ୍ରଥମ ଅର୍ଥାତ ଫୋଲ୍ଡିଂ ଡସ୍ପେ୍ଲ ୬.୭ ଇଞ୍ଚର FHD+ Dyanmic AMOlED 2X ପ୍ୟାନେଲ, ଇନଫିନିଟୀ ଫ୍ଲେକ୍ସ ଡିସପ୍ଲେ, 2640×1080 ପିକ୍ସେଲ ରେଜୋଲୁସନ ଏବଂ .. ଆକ୍ଟିଭ ରିଫ୍ରେସ ରେଟ ଦିଆଯାଇଛି ।ଏହି ଫୋନରେ ଦ୍ୱିତୀୟ ଡିସପ୍ଲେକୁ କଭର ଡିସପ୍ଲେ କୁହନ୍ତି । ଏଥିରେ ୩.୪ ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ, .. ରିଜୋଲୁସନ ଏବଂ .. ରିଫ୍ରେସ ରେଟ ଦିଆଯାଇଛି ।