ଦିଲ୍ଲୀରେ ପହଞ୍ଚିବ ଭାରତୀୟ କ୍ରିକେଟ୍‌ ଦଳ

ଜୁଲାଇ ୨ ତାରିଖରେ ଖବର ପ୍ରକାଶ ପାଇଥିଲା ଯେ ସେମାନେ ମଙ୍ଗଳବାର ଦିନ ସ୍ଥାନୀୟ ସମୟ ୬ଟା ସୁଦ୍ଧା ବାରବାଡୋସ ଛାଡି ବୁଧବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ ବୋଲି।ତେବେ ନିକଟରେ ମିଳିଥିବା ସୂତ୍ରରୁ କୁହାଯାଇଛି ଯେ ଏହି  ଯୋଜନାରେ ପରିବର୍ତ୍ତନ କରାଯାଇଛି। ଇଣ୍ଡିଆ ଟୁଡେର ବିକ୍ରାଣ୍ଟ ଗୁପ୍ତାଙ୍କ ଅନୁଯାୟୀ, ଜୁଲାଇ ୪ ଗୁରୁବାର ସକାଳ ହେବା ପୂର୍ବରୁ ଦଳ ଦିଲ୍ଲୀରେ ପହଞ୍ଚି ପାରିବ ନାହିଁ।ବିକ୍ରାନ୍ତ ଗୁପ୍ତା ଟୁଇଟ୍ କରି କହିଛନ୍ତି, “ବାରବାଡୋସରୁ ଭାରତୀୟ ବିଦାୟ ନେଇ ସାରିଥିଲେ ବି ଦିଲ୍ଲୀରେ ପହଞ୍ଚିବାରେ ଅଧିକ ବିଳମ୍ବ ହୋଇଛି।