ଟେଲିଭିଜନର ଲୋକପ୍ରିୟ ସୋ’ ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ସିଜନ ୧ ବନ୍ଦ ହେବାକୁ ଯାଉଛି। ସୋ’ ବନ୍ଦ ହେବାର ଘୋଷଣା ସୁନୀଲ ଗ୍ରୋଭର ନିକଟରେ ଏକ ଭିଡିଓ ସେୟାର କରି ଦେଇଛନ୍ତି। ତେବେ ଭିଡିଓ ଦେଖି କିଛି ସମୟ ପାଇଁ ଦୁଃଖୀ ହୋଇଯାଉଥିବା ଗ୍ରାହକ ପୁଣି ଖୁସି ହୋଇଯାଉଛନ୍ତି। କାରଣ ଉକ୍ତ ଭିଡିଓରେ କପିଲ ସିଜନ-୨ର ଘୋଷଣା ବି କରିଛନ୍ତି।ସୋ’କୁ ତଥା ସୋ’ର କଳାକାରମାନଙ୍କୁ ପ୍ରଶଂସକ ଓ ଦର୍ଶକମାନେ ଦେଇଥିବା ଭଲ ପାଇବା ପାଇଁ କପିଲ ଧନ୍ୟବାଦ ଜଣାଇ କହିଛନ୍ତି, ‘ ଖୁବଶୀଘ୍ର ନେଟଫ୍ଲିକ୍ସରେ ଆଗାମୀ ସିଜନରେ ଭେଟାଭେଟି ହେବ।’ଭିଡିଓ କ୍ୟାପସନରେ ଲେଖା ହୋଇଛି, ‘ ଖୁବଶୀଘ୍ର ପୁଣିଥରେ ମନୋରଞ୍ଜନର ବର୍ଷା ହେବ। କାରଣ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ର ସିଜନ-୨ ଆସିବାକୁ ଯାଉଛି।’
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Next Post