୭୦ ଟଙ୍କାରୁ ବି କମ୍ରେ ମିଳୁଛି ଡାଟା ପ୍ୟାକ୍
ଜିଓର ଏପରି ୫ଟି ରିଚାର୍ଜ ଯୋଜନା ଅଛି, ଯେଉଁଥିରେ କୌଣସି ଦୈନିକ ସୀମା ବିନ ଡାଟା ସୁବିଧା ମିଳିବ। ଆହୁରି ମଧ୍ୟ, ଏହି ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ୭୦ରୁ କମ୍ ରହିଛି।ଦେଶର ସର୍ବୋଚ୍ଚ ତଥା ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କୁ ୭୦ ଟଙ୍କାରୁ ବି କମ୍ ମୂଲ୍ୟରେ ଦୈନିକ ସୀମା ବିନା ଡାଟା ପ୍ରଦାନ କରୁଛି। ଯଦି ଆପଣ ଜଣେ Jio ୟୁଜର୍ସ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ଯୋଜନା ବିଷୟରେ କହିବାକୁ ଗଲେ ଏହା ପାଇଁ କୌଣସି ଭ୍ୟାଲିଡିଟି ସ୍ଥିର କରାଯାଇ ନାହିଁ। ଏହା ହେଉଛି ଏକ ଡାଟା ଆଡ୍-ଅନ୍ ପ୍ୟାକ୍, ଯାହାର ଭ୍ୟାଲିଡିଟି ଉପଭୋକ୍ତାମାନଙ୍କ ବିଦ୍ୟମାନ ରିଚାର୍ଜ ଯୋଜନାର ଭ୍ୟାଲିଡିଟି ପର୍ଯ୍ୟନ୍ତ ରହିବ। ଜିଓର ଏପରି ୫ଟି ରିଚାର୍ଜ ଯୋଜନା ଅଛି, ଯେଉଁଥିରେ କୌଣସି ଦୈନିକ ସୀମା ବିନ ଡାଟା ସୁବିଧା ମିଳିବ। ଆହୁରି ମଧ୍ୟ, ଏହି ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ୭୦ରୁ କମ୍ ରହିଛି।ଦେଶର ସର୍ବୋଚ୍ଚ ତଥା ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କୁ ୭୦ ଟଙ୍କାରୁ ବି କମ୍ ମୂଲ୍ୟରେ ଦୈନିକ ସୀମା ବିନା ଡାଟା ପ୍ରଦାନ କରୁଛି। ଯଦି ଆପଣ ଜଣେ Jio ୟୁଜର୍ସ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ଯୋଜନା ବିଷୟରେ କହିବାକୁ ଗଲେ ଏହା ପାଇଁ କୌଣସି ଭ୍ୟାଲିଡିଟି ସ୍ଥିର କରାଯାଇ ନାହିଁ। ଏହା ହେଉଛି ଏକ ଡାଟା ଆଡ୍-ଅନ୍ ପ୍ୟାକ୍, ଯାହାର ଭ୍ୟାଲିଡିଟି ଉପଭୋକ୍ତାମାନଙ୍କ ବିଦ୍ୟମାନ ରିଚାର୍ଜ ଯୋଜନାର ଭ୍ୟାଲିଡିଟି ପର୍ଯ୍ୟନ୍ତ ରହିବ। ଜିଓର ଏପରି ୫ଟି ରିଚାର୍ଜ ଯୋଜନା ଅଛି, ଯେଉଁଥିରେ କୌଣସି ଦୈନିକ ସୀମା ବିନ ଡାଟା ସୁବିଧା ମିଳିବ। ଆହୁରି ମଧ୍ୟ, ଏହି ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ୭୦ରୁ କମ୍ ରହିଛି।ଦେଶର ସର୍ବୋଚ୍ଚ ତଥା ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କୁ ୭୦ ଟଙ୍କାରୁ ବି କମ୍ ମୂଲ୍ୟରେ ଦୈନିକ ସୀମା ବିନା ଡାଟା ପ୍ରଦାନ କରୁଛି। ଯଦି ଆପଣ ଜଣେ Jio ୟୁଜର୍ସ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ଯୋଜନା ବିଷୟରେ କହିବାକୁ ଗଲେ ଏହା ପାଇଁ କୌଣସି ଭ୍ୟାଲିଡିଟି ସ୍ଥିର କରାଯାଇ ନାହିଁ। ଏହା ହେଉଛି ଏକ ଡାଟା ଆଡ୍-ଅନ୍ ପ୍ୟାକ୍, ଯାହାର ଭ୍ୟାଲିଡିଟି ଉପଭୋକ୍ତାମାନଙ୍କ ବିଦ୍ୟମାନ ରିଚାର୍ଜ ଯୋଜନାର ଭ୍ୟାଲିଡିଟି ପର୍ଯ୍ୟନ୍ତ ରହିବ। ଜିଓର ଏପରି ୫ଟି ରିଚାର୍ଜ ଯୋଜନା ଅଛି, ଯେଉଁଥିରେ କୌଣସି ଦୈନିକ ସୀମା ବିନ ଡାଟା ସୁବିଧା ମିଳିବ। ଆହୁରି ମଧ୍ୟ, ଏହି ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ୭୦ରୁ କମ୍ ରହିଛି।ଦେଶର ସର୍ବୋଚ୍ଚ ତଥା ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କୁ ୭୦ ଟଙ୍କାରୁ ବି କମ୍ ମୂଲ୍ୟରେ ଦୈନିକ ସୀମା ବିନା ଡାଟା ପ୍ରଦାନ କରୁଛି। ଯଦି ଆପଣ ଜଣେ Jio ୟୁଜର୍ସ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ଯୋଜନା ବିଷୟରେ କହିବାକୁ ଗଲେ ଏହା ପାଇଁ କୌଣସି ଭ୍ୟାଲିଡିଟି ସ୍ଥିର କରାଯାଇ ନାହିଁ। ଏହା ହେଉଛି ଏକ ଡାଟା ଆଡ୍-ଅନ୍ ପ୍ୟାକ୍, ଯାହାର ଭ୍ୟାଲିଡିଟି ଉପଭୋକ୍ତାମାନଙ୍କ ବିଦ୍ୟମାନ ରିଚାର୍ଜ ଯୋଜନାର ଭ୍ୟାଲିଡିଟି ପର୍ଯ୍ୟନ୍ତ ରହିବ।