ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ,ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟରେ ସାମିଲ

ଆରମ୍ଭ ହୋଇଛି ମୋଦୀ ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। । ଏହି ତାଲିକାରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି ।

୧. ନରେନ୍ଦ୍ର ମୋଦୀ-ପ୍ରଧାନମନ୍ତ୍ରୀ

କ୍ୟାବିନେଟ ମନ୍ତ୍ରୀ

୨. ରାଜନାଥ ସିଂହ

୩. ଅମିତ ଶାହା

୪.ନିତିନ ଗଡ଼କରି

୫.ଜଗତ ପ୍ରକାଶ ନଡ୍ଶା

୬. ଶିବରାଜ ସିଂହ ଚୌହାନ

୭. ନିର୍ମଳା ସୀତାରମଣ

୮. ଶୁଭ୍ରମନ୍ୟମ ଜୟଶଙ୍କର

୯.ମନୋହର ଲାଲ ଖଟ୍ଟର

୧୦. ହରଡ଼ାନାହାଲି ଦେବଗୌଡ଼ା କୁମାର ସ୍ବାମୀ

୧୧. ପିୟୁଷ ବେଦପ୍ରକାଶ ଗୋୟଲ

୧୨. ଧମେନ୍ଦ୍ର ପ୍ରଧାନ

୧୩. ଜିତନ ରାମ ମାନଝି

୧୪. ରାଜୀବ ରଞ୍ଜନ ସିଂହ

୧୫. ସର୍ବାନନ୍ଦ ସୋନୱାଲ

୧୬. ଡ.ବୀରେନ୍ଦ୍ର କୁମାର

୧୭.  କିଞ୍ଜାରାପୁ ରାମମୋହନ ନାଇଡୁ

୧୮. ପ୍ରହ୍ଲାଦ ଯୋଶୀ

୧୯. ଜୁଏଲ ଓରାମ

୨୦. ଗିରିରାଜ ସିଂହ

୨୧.  ଅଶ୍ବିନୀ ବୈଷ୍ଣବ

୨୨. ଜ୍ୟୋତିରାଦିତ୍ୟ ମାଧବରାଓ ସିନ୍ଧିଆ

୨୩. ଭୁପେନ୍ଦ୍ର ଯାଦବ

୨୪. ଗଜେନ୍ଦ୍ର ସିଂହ ଶେଖାୱତ

୨୫. ଅନ୍ନପୂର୍ଣ୍ଣା ଦେବୀ