ନରେନ୍ଦ୍ର ମୋଦୀ ପୁଣି ହେବେ ପ୍ରଧାନମନ୍ତ୍ରୀ । ଆଜି ନେବେ ଶପଥ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ସହିତ ୩୦ ଜଣିଆ କ୍ୟାବିନେଟ ମଧ୍ୟ ଶପଥ ନେବ ବୋଲି ଜଣାପଡ଼ିଛି। କାହାକୁ ମନ୍ତ୍ରୀ କରାଯିବ, ଏନେଇ ସରକାରୀ ଭାବେ କିଛି କୁହାଯାଇନଥିଲେ ମଧ୍ୟ ବିଜେପିର କିଛି ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ, ପୀୟୂଷ ଗୋଏଲ, ମନୋହର ଲାଲ ଖଟ୍ଟର, ଶିବରାଜ ସିଂହ ଚୌହାନ, ବାଂସରାଜ ବୋମ୍ମାଇ ଏବଂ ସର୍ବାନନ୍ଦ ସୋନୱାଲ। ଏହାସହିତ ସହଯୋଗୀ ଟିଡିପି (ତେଲୁଗୁ ଦେଶମ ପାର୍ଟି)କୁ ୪ଟି ମନ୍ତ୍ରୀ ପଦ ମିଳିବ ଏବଂ ଜେଡିୟୁକୁ ୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଖବର ମିଳିଛି।
Trending
- ଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
- ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ପଦକ
- ବେଦାନ୍ତ ଆଲୁମିନିୟମ ଝାରସୁଗୁଡା, ପ୍ରଗତିକୁ ଆଗେଇ ନେଉଥିବା ଜନ-ମୁଖ୍ୟ ସଂସ୍କୃତି ଗଠନ କରିଛି
- ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା; ୯ ଜଣଙ୍କର ମୃତ୍ୟୁ
- ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ
- ବିହାରରେ ଜିତିବ କିଏ?
- ସିବିସି ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ
- ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଆୟୋଜିତ ହେବ
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- ଇ-କେୱାଇସି ନ କଲେ କାଲିଠୁ ମିଳିବନି ରାସନ
Prev Post
Next Post