ଏକଜିଟ୍ ପୋଲ ରିପୋର୍ଟରେ ଓଡିଶାରେ ପଦ୍ମ ଫୁଟିବ

ସରିଛି ଭୋଟ ଏବେ କିଏ ଗଢ଼ିବ ସରକାର ତାକୁ ନେଇ ଚାଲିଚି ଚର୍ଚା ।  ଏକଜିଟ୍ ପୋଲ ରିପୋର୍ଟରେ  ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି । ତେବେ ଏଗଜିଟ୍ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ ରହିପାରେ । ମୋଟ ୨୧ ଆସନ ମଧ୍ୟରୁ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ବୋଲି ଆକଳନ କରିଛନ୍ତି ଅଧିକାଂଶ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ।

 

ଏନଡିଟିଭି

 

ବିଜେଡି : ୩ରୁ ୮ ସିଟ୍

ବିଜେପି: ୧୫ ସିଟ୍

କଂଗ୍ରେସ: ୦ ସିଟ୍

ଟାଇମ୍ସ ନାଓ

 

ବିଜେଡି :୦୮ ସିଟ୍

ବିଜେପି :୧୩ ସିଟ୍

କଂଗ୍ରେସ- ୦ ସିଟ୍

ଜନ କୀ ବାତ୍

ବିଜେଡି: ୩ରୁ ୭ ସିଟ୍

ବିଜେପି: ୧୫ରୁ ୧୮ ସିଟ୍

କଂଗ୍ରେସ: ୦ ସିଟ୍

ଇଣ୍ଡିଆ ଟିଭି

ବିଜେଡି :୦୪ରୁ ୦୬ ସିଟ୍

ବିଜେପି :୧୫ରୁ ୧୭ ସିଟ୍

କଂଗ୍ରେସ: ୦ ରୁ ୦୧ ସିଟ୍

ଇଣ୍ଡିଆ ନ୍ୟୁଜ୍

ବିଜେଡି : ୦୮ ସିଟ୍

ବିଜେପି : ୧୩ ସିଟ୍

କଂଗ୍ରେସ: ୦ ସିଟ୍

ନ୍ୟୁଜ୍-୨୪

 

ବିଜେଡି :୦୪ ସିଟ୍

ବିଜେପି: ୧୬ ସିଟ୍

କଂଗ୍ରେସ- ୦୧ ସିଟ୍