ଲୋକସଭା ନିର୍ବାଚନ ପରେ ଏକଜିଟ ପୋଲକୁ କଂଗ୍ରେସ ହାରିବା ଭୟରେ ଦୁରେଇ ରଖିଛି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଅମିତ ଶାହା । କଂଗ୍ରେସ ହାରିବା ଭୟରେ ଏଭଳି କରୁଥିବା ସେ କହିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଦୀର୍ଘଦିନ ଧରି ହାରିବା ଭୟକୁ ଅସ୍ୱିକାର କରିଛି । ନିବାଚନରେ ସେମାନେ ପ୍ରଚାର କରିଥିଲେ ସେମାନେ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି କିନ୍ତୁ ସେମାନେ ଜାଣିଛନ୍ତି ସେମାନଙ୍କ ବର୍ତ୍ତମାନ ସ୍ଥିତି କଣ ଦେଶରେ, ଏହାପରେ ବି ସେମାନେ ଏଭଳି ମନ୍ତବ୍ୟ ଦେବା ଏକ ହାସ୍ୟସ୍ପଦ ଭଳି ଲାଗୁଛି ।ତେଣୁ ଗଣମାଧ୍ୟମର ଏକଜିଟ ପୋଲ ଠାରୁ ସେମାନେ ନିଜକୁ ଦୁରେଇ ରଖିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଏକଜିଟ ପୋଲ ଦାର୍ଘ ଦିନ ଧରି ଗଣମାଧ୍ୟମରେ ପ୍ରତି ନିର୍ବାଚନରେ ହେଉଛି କିନ୍ତୁ ଏଥର ତାଙ୍କୁ ହାରିବା ଭୟ ଘାରିଛି ତେଣୁ ସେମାନେ ଗଣମାଧ୍ୟମ ଆଗରେ ନିଜର ସ୍ପଷ୍ଟୀକରଣ କରିପାରୁନାହାନ୍ତି ତେଣୁ ସେମାନେ ଏସବୁରୁ ନିଜକୁ ଦୁରେଇ ରଖିଛନ୍ତି ।ଏକ୍ସରେ କଂଗ୍ରେସ ମ୍ରୁଖପାତ୍ର ପଓନ ଖେଡା ଏକଜିଟ ପୋଲରୁ ଦୁରେଇ ରଖିବା ପୋଷ୍ଟର କିଛି କ୍ଷଣ ପରେ ଏଭଳି ମନ୍ତବ୍ୟ ଅମିତ ଶାହା ଦେଇଛନ୍ତି ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ