ସାଧାରଣ ନିର୍ବାଚନ ଲଢୁଥିବା ମୋଟ ୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ସେମାନଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ୨୯୨ ନାଁରେ ଗୁରୁତର ମାମଲା ରହିଛି । ଏଡିଆର ରିପୋର୍ଟ ଅନୁସାରେ ୪୧୨ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ବିଧାୟକଙ୍କ ଭିତରେ ଦିଲ୍ଲୀପ ରାଏ ସବୁଠୁ ଧନୀ । ୩୧୩ କୋଟି ଟଙ୍କାର ମାଲିକ ଦିଲ୍ଲୀପ ରାଏ । ଦ୍ୱିତୟ ସ୍ଥାନରେ ସନାତନ ମହାକୁଡ଼ । ୨୨୭ କୋଟି ସମ୍ପତ୍ତିିର ମାଲିକ ସନାତନ ମହାକୁଡ଼ । ସେହିଭଳି ତୃତୀୟ ସ୍ଥାନରେ ଶୁଭାସିନୀ ଜେନା ରହିଛନ୍ତି । ସେ ୧୩୫ କୋଟି ଟଙ୍କାର ମାଲିକ । ବିଜୁ ଜନତା ଦଳରେ ସବୁଠାରୁ ଅଧିକ ମହିଳା ପ୍ରାର୍ଥୀ ରହିଛନ୍ତି । ୩୫ ଜଣ ମହିଳା ଥିବା ବେଳେ କଂଗ୍ରେସର ୨୧ ଜଣ ଓ ବିଜେପିର ୧୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ