ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା ।ଏଥିପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ (୧୭.୧୬ପ୍ରତିଶତ) ଭୋଟିଂ ହୋଇଛି । ସେହିପରି ବରଗଡରେ-୨୨.୦୬%, ବୌଦ୍ଧରେ ୨୧.୭୫%, ଗଞ୍ଜାମରେ ୨୧.୯୮%, କନ୍ଧମାଳରେ ୧୯.୩୫%, ନୟାଗଡରେ ୨୦,୯୭%, ସୁବର୍ଣ୍ଣପୁରରେ ୨୦% ଭୋଟିଂ ହୋଇଥିବା ସୂଚନା ରହିଛି ।
Trending
- “ଭାରତ ନିଷ୍ପତ୍ତି ନେଇଛି, ଆମେ ଆଉ ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ – ମୋଦୀ
- ‘ଅପରେସନ ସିନ୍ଦୂର’କୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ଉଦାହରଣ – ରାଷ୍ଟ୍ର୍ରପତି
- ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ,ଲାଲ କିଲ୍ଲାରେ ପତକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
- ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
- ‘ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
- ୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’
- ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା : ଅଧିକ ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର