ବିଜେଡ଼ି ସରକାର ବିଜୁଳି ମାଗଣା ବେଦେ, ଆାପଣ ମାନେ ଖୁସି ତ – ନବୀନ
ରାଉରକେଲାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବଦ ଜଣାଇଲେ ମୁଖ୍ୟମନ୍ତ୍ର । ଏହାସହ ଜନସଭାକୁ ସେମ୍ବାଧୀତ କରି ନବୀନ କହିଛନ୍ତି, ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ । ବିଜେଡ଼ି ସରକାର ବିଜୁଳି ମାଗଣା ବେଦେ, ଆାପଣ ମାନେ ଖୁସି ତ । ଏହାସହ ବିରୋଧୀଙ୍କୁ ଟାର୍ଟେଟ କରି କହିଛନ୍ତି । ବିରୋଧୀ ଦଳ ମିଛ କଥା କହିଛନ୍ତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ରଭସା ନକରି ବିଜେଡ଼ି ପ୍ରାର୍ଥୀ ଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।