ଅଧିକାଂଶ ଲୋକ ନିଜ ନିଜର ସ୍ମାର୍ଟଫୋନରେ ଦୁଇଟି ଲେଖାଏଁ ସିମ୍ ବ୍ୟବହାର କରୁଛନ୍ତି । ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଇବା ସହିତ ଦ୍ୱିତୀୟଟିକୁ ସକ୍ରିୟ ରଖିବା ପାଇଁ ସର୍ବନିମ୍ନ ରିଚାର୍ଜ କରିବାକୁ ପଡ଼ିଥାଏ । ଏବେ ଏୟାରଟେଲ, ଭୋଡ଼ାଫୋନ ଓ ରିଲାଏନ୍ସ ଜିଓ ପରି ଟେଲିକମ୍ କମ୍ପାନୀମାନଙ୍କରର ସିମକୁ ଆକ୍ଟିଭେଟ ରଖିବାକୁ ହେଲେ ଗ୍ରାହକଙ୍କୁ ସର୍ବନିମ୍ନ ୧୫୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ୁଛି ।ତେବେ ଟାରିଫରେ ବୃଦ୍ଧି ପରେ ସିମ୍ ଆକ୍ଟିଭେଟ ରଖିବା ପାଇଁ ଗ୍ରାହକଙ୍କ ୧୫୦ ଟଙ୍କା ବଦଳରେ ୧୮୦ରୁ ଆରମ୍ଭ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ । ଅର୍ଥାତ ଯଦି ଆପଣ ଦୁଇଟି ସିମ୍ ଚଳାଉଛନ୍ତି, ତେବେ ସେଥିପାଇଁ ଆପଣଙ୍କୁ ଅତିକମରେ ମାସକୁ ବା ୨୮ ଦିନ ପାଇଁ ୪୦୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ିପାରେ । ଆଗାମୀ କିଛି ମାସରେ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ ନିଜର ପ୍ରିପେଟ ଓ ପୋଷ୍ଟପୋଷ୍ଟ ରିଚାର୍ଜ ପ୍ଲାନରେ ବୃଦ୍ଧି କରିପାରନ୍ତି ବୋଲି ଇଣ୍ଡଷ୍ଟ୍ରି ସହ ଜଡ଼ିତ କିଛି ଏକ୍ସପର୍ଟ ଅନୁମାନ କରିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post