ସମାଜ ପାର୍ଟି ୯ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଗୋରଖପୁର ଏବଂ ବସ୍ତି ସମେତ ମୋଟ ୯ଟି ଆସନରେ ନାମ ଅଛି। ବିଏସପି ଆଜମଗଡରୁ ଭୀମ ରାଜଭାର, ଘୋସିରୁ ବାଲକ୍ରିଷ୍ଣା ଚୌହାନ, ଏଟା ମୋ. ଇରଫାନ, ଧୌରହରାରୁ ଶ୍ୟାମ କିଶୋର ଆୱସ୍ତି, ଫୌଜାବାଦରୁ ସଚ୍ଚିଦାନନ୍ଦ ପାଣ୍ଡେ, ବସ୍ତିରୁ ଦିନଶଙ୍କର ମିଶ୍ରା, ଗୋରଖପୁରରୁ ଜାଭେଦ ସିମନାନି, ଚନ୍ଦୌଲିରୁ ସତ୍ୟେନ୍ଦ୍ର କୁମାର ମୌର୍ଯ୍ୟ ଏବଂ ରୋବର୍ଟଗଞ୍ଜରୁ ଧନେଶ୍ୱର ଗୌତମ ପ୍ରାର୍ଥୀ ହୋଇଛନ୍ତି। ବିଏସପି ଏପର୍ଯ୍ୟନ୍ତ ୪୫ ଜଣ ପ୍ରାର୍ଥୀ ଘୋଷଣା କରିଛି। ୨୦୨୪ଲୋକ ସଭା ନିର୍ବାଚନରେ ବିଏସପି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post