ଗାଳି ଏକ ଅଶୋଭନୀୟ ଭାଷା କିମ୍ବା ଶବ୍ଦ ବୋଲି କୁହାଯାଏ। ଯାହାକୁ ଅସଭ୍ୟ,ଅପମାନ ଦେବା ପାଇଁ ବ୍ୟବହାର କରାଯାଏ। ଅନ୍ୟମାନଙ୍କୁ ଏହାଦ୍ୱାରା ଅପମାନିତ କରାଯାଏ। ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ ପରିସ୍ଥିତିରେ ଅସଫଳତା କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର ଗାଳି ଦେବା ଦ୍ୱାରା କିମ୍ବା ଶୁଣିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ।ଏହା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସମ୍ବନ୍ଧକୁ ପ୍ରଭାବିତ ମଧ୍ୟ କରିଥାଏ। ଗାଳିର ପ୍ରୟୋଗ କିମ୍ବା ଶୁଣିବା ମାନସିକ ଦୁଃଶ୍ଚିନ୍ତା, ଅଶାନ୍ତି, ଉତ୍ତେଜନା ଓ ମନର ସ୍ଥିତିରେ ଅସ୍ଥିରତା ବୃଦ୍ଧି କରିଥାଏ।
ଗାଳି ଦେବାରୁ ନିଜକୁ କେମିତି ଦୁରେଇ ରଖିବେ..
ଗାଳି ଦେବାର ଅଭ୍ୟାସକୁ ଜାଣିବା ସହ ଏହାର ନକରାତ୍ମକ ପ୍ରଭାବ ପ୍ରତି ଧ୍ୟାନ ଦିଅନ୍ତୁ।ନିଜ ବ୍ୟବହାର ପ୍ରତି ଧ୍ୟାନ ଦେବା ସହ ଭୁଲ୍ ଶବ୍ଦର ପ୍ରୟୋଗକୁ ପ୍ରଥମେ ଚିନ୍ତା କରନ୍ତୁ ଓ ବୁଝନ୍ତୁ।ସକରାତ୍ମକ ବିଚାର ଧାରା ବିକଶିତ କରନ୍ତୁ। ସଠିକ୍ ଦିଗରେ ଯାଆନ୍ତୁ।ନିଜ ବନ୍ଧୁ କିମ୍ବା ସାଙ୍ଗକୁ ସମର୍ଥନ କରିବା ସହ ତାଙ୍କର ଗାଳି ଦେବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରନ୍ତୁ।ଧ୍ୟାନ ଓ ସାଧନା କରି ମନକୁ ଶାନ୍ତ ରଖନ୍ତୁ। ଏହା ଗାଳି ଦେବା ଅଭ୍ୟାସକୁ ନିୟନ୍ତ୍ରଣ କରେ।ପ୍ରେରଣାଦାୟକ ବ୍ୟକ୍ତି କିମ୍ବା ଅନ୍ୟ ଜିନିଷ ଦ୍ୱାରା ନିଜ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ।ଅତ୍ୟଧିକ ରାଗ ଆସିବା ପରେ ଗାଳି ଦେଉଥିଲେ, ଏପରି ବାରମ୍ବାର ହେଉଥିଲେ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post