ସୁପର୍ଷ୍ଟାର୍ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବରେ ଜାମନଗରରେ ମଞ୍ଚ ଉପରେ ଦେଖିବାକୁ ମିିଳିଥିଲା। ସେଠାରେ ଦୁଇ ସୁପର୍ଷ୍ଟାର୍ ମଜାକ୍ ମଜାକ୍ରେ ଲଢୁଥିବାର ଦେଖିବାକୁ ମିଳିଥିଲେ, ଯାହାକି ଉପସ୍ଥିତ ସମସ୍ତଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା।ସେମାନଙ୍କ ଝଗଡ଼ା ସମୟରେ ଆମୀର ଖାନ୍ ବି ସେଠାରେ ଉପସ୍ଥିତ ଥିଲେ। ସଲ୍ମାନ, ଆମୀର ଓ ଶାହରୁଖ୍ ମଞ୍ଚରେ ଏକା ସହ ନାଚିବେ ବୋଲି ପ୍ରଥମେ କଥା ଉଠିଲା। ସଲ୍ମାନ ସେତେବେଳେ ହଉ ‘ଦବଙ୍ଗ’ ଗୀତ ଲଗାଅ ବୋଲି କହିଥିଲେ। ଯାହାକୁ ନେଇ ପ୍ରତିବାଦ କରିଥିଲେ ଶାହରୁଖ। ସେ କହିଲେ ମୋ ଫିଲ୍ମର ଗୀତ ବାଜିବ। ‘ବେସରମ ରଙ୍ଗ୍’ ଗୀତ ଲଗାଯାଉ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ବଢ଼ିବାକୁ ଲାଗିଲା। ଯାହାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଆମୀର।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post