ୟୁପିଆଇ ବ୍ୟବହାର କରୁଛନ୍ତି ଓ କ୍ୟାସବ୍ୟାକ୍ ପାଇବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ହୋଇପାରେ । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିସିବି ବ୍ୟାଙ୍କ ହାପି ସେଭିଂ ଆକାଉଣ୍ଟ ଖୋଲା ଯାଇଛି।ଗୋଟିଏ ବର୍ଷରେ ସର୍ବାଧିକ ୭୫୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବ<br />ତ୍ରୈମାସରେ କରାଯାଇଥିବା କାରବାର ଆଧାରରେ କ୍ୟାସବ୍ୟାକ୍ ମିଳିଥାଏ ଓ ଗୋଟିଏ ତ୍ରୈମାସିକ ଶେଷ ହେବା ପରେ ଆକାଉଣ୍ଟକୁ କ୍ରେଡିଟ୍ କରାଯିବ । ହାପି ସେଭିଂ ଆକାଉଣ୍ଟଧାରୀ ଗୋଟିଏ ମାସରେ ସର୍ବାଧିକ ୬୨୫ ଟଙ୍କା ଓ ଗୋଟିଏ ବର୍ଷରେ ସର୍ବାଧିକ ୭୫୦୦ ଟଙ୍କା ପାଇବେ ।DCB ହାପି ସଞ୍ଚୟ ଆକାଉଣ୍ଟର ବୈଶିଷ୍ଟ୍ୟ<br />ଡିସିବି ହାପି ସେଭିଂ ଆକାଉଣ୍ଟ ପାଇଁ ସର୍ବନିମ୍ନ ହାରାହାରି ତ୍ରୈ ମାସିକ ବାଲାନ୍ସ ହେଉଛି ୧୦,୦୦୦ ଟଙ୍କା । UPI କାରବାରରେ କ୍ୟାସବ୍ୟାକ୍ ପାଇବାକୁ, ଆକାଉଣ୍ଟରେ ଅତି କମରେ ୨୫ ହଜାର ଟଙ୍କା ରହିବା ଉଚିତ୍ ଏହି ଆକାଉଣ୍ଟ୍ ସହିତ ଆପଣ ଅସୀମିତ ମାଗଣା RTGS, NEFT ଏବଂ IMPS ସୁବିଧା ପାଇବେ । ଏହା ବ୍ୟତୀତ, ଆପଣ ଡିସିବି ବ୍ୟାଙ୍କର ଯେକୌଣସି ଏଟିଏମରୁ ମାଗଣାରେ ଅସୀମିତ କାରବାର କରିପାରିବେ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post