ବଜେଟ୍ରେ ସ୍ପେଶାଲ ସ୍ମାର୍ଟଫୋନ୍
ଯଦି ଆପଣ ବଜେଟ୍ ଏକ ଫିଚରଫୁଲ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି । ତେବେ ଏହି ଫୋନ୍ ଉପରେ ନଜର ପକାଇ ପାରିବେ । ଏଥିରେ ଆପଣଙ୍କୁ ଲମ୍ବା ବ୍ୟାଟେରୀ ବ୍ୟାକଅପ୍ ସହ ଜବରଦସ୍ତ କ୍ୟାମେରା ଫିଚର ମିଳିବ ।ଏଥିରେ ଆପଣଙ୍କୁ ଏକ ଭଲ ଷ୍ଟୋରେଜ୍ ଫାସିଲିଟି ମିଳି ପାରିବ । ଏଥିରେ ଆପଣଙ୍କୁ 2GB RAM ସହ 32 GB ଇଣ୍ଟରନାଲ୍ ଷ୍ଟୋରେଜ ଫାସିଲିଟି ମିଳିବ । ଏଥିରେ ଆପଣଙ୍କୁ MediaTek Helio P35 SoC ପ୍ରୋସେସର ମିଳିବ ଯାହା ଆପଣଙ୍କ ଇଣ୍ଟରନେଟ୍ ଚଳାଇବା ଅଭିଜ୍ଞତାକୁ ଆହୁରି ଉନ୍ନତ କରିବ ।