କୁହୁଡ଼ି କାରଣରୁ ଜନଜୀବନ ଅସ୍ୟବ୍ୟସ୍ତ

୧୧ ଜିଲ୍ଲାକୁ ଆଲର୍ଟ ଜାରି

ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କୁହୁଡ଼ି କାରଣରୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡ଼ିଛି । ଏହା ସହ ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଗଞ୍ଜାମ, ବୌଦ୍ଧ, କଟକ, ଢ଼େଙ୍କାନାଳ, ଅନୁଗୁଳ ୧୧ଟି ଜିଲ୍ଲାଗୁଡ଼ିକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି ।