ଶସ୍ତାରେ ମିଳୁଛି ସ୍ମାର୍ଟଫୋନ୍
ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ୍ ହୋଇଛି । କୌଣସି ଦାମିକିଆ କ୍ୟାମେରା ଫୋନ୍କୁ ଧୂଳି ଚଟାଇବାର ଏଥିରେ ସମସ୍ତ ଫିଚର ରହିଛି ନିକଟରେ ଅଗ୍ରଣୀ ମୋବାଇଲ କମ୍ପାନୀ Oppo ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ଏହାର ଦାମ କମ୍ ରହିଥିବା ବେଳେ କୌଣସି ଦାମିକିଆ କ୍ୟାମେରା ଫୋନ୍କୁ ଧୂଳି ଚଟାଇବାର ଏଥିରେ ସମସ୍ତ ଫିଚର ରହିଛି ।